Перейти к содержимому

ଛୁରା ମାଡ ଖାଇ ବଞ୍ଚାଇଲେ 170 ଜୀବନ || Indian Pilot Smit Machchhar || Flydubai Cockpit Attack || OR

Odisha Reporter

0:00 / 0:00

ଛୁରା ମାଡ ଖାଇ ବଞ୍ଚାଇଲେ 170 ଜୀବନ || Indian Pilot Smit Machchhar || Flydubai Cockpit Attack || OR

7 042 просмотра · 17 часов назад
Odisha Reporter
2,98 млн подписчиков
7 042 просмотра · 17 часов назад
#ଭାରତୀୟ_ପାଇଲଟଙ୍କୁ_ଟ୍ରମ୍ପଙ୍କ_ପ୍ରଶଂସା ମଝି ଆକାଶରେ ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍। ଇସ୍ରାଏଲ ଯାଉଥିବା ବିମାନରେ ଛୁରା ମାଡ଼ ଖାଇ ବଞ୍ଚାଇଲେ ୧୭୦ରୁ ଅଧିକ ଜୀବନ। ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିଥ ମଚ୍ଛାରଙ୍କୁ ଏବେ ସବୁଠି ପ୍ରଶଂସା। ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛାରଙ୍କ ସାହସକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନ ନେତନ୍ୟାହୁ ଭୁରି ଭୁରି ପ୍ରଶଂସା କରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #CaptainSmithMachhar #IndianPilot #DonaldTrump #BenjaminNetanyahu #Israel #Flydubai #PilotBravery #AviationNews #BreakingNews #IndiaNews