Перейти к содержимому

ବିଜୟ ନିଶାମୁକ୍ତ ଭାରତ କରି ପାରିବ, ଏମାନେ ନୁହେଁ ! Close all liquor shops for Drug free Bharat!

Pratidin TV

0:00 / 0:00

ବିଜୟ ନିଶାମୁକ୍ତ ଭାରତ କରି ପାରିବ, ଏମାନେ ନୁହେଁ ! Close all liquor shops for Drug free Bharat!

1 763 просмотра · 12 часов назад
Pratidin TV
1,76 млн подписчиков
1 763 просмотра · 12 часов назад
ବିଜୟ ନିଶାମୁକ୍ତ ଭାରତ କରି ପାରିବ, ଏମାନେ ନୁହେଁ ! ସରକାର ଏବେ ଆସିଲା ହେଲେ ସ୍ତ୍ରୀ ତ ଆଗରୁ ଥିଲା, ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରି ପାଇଲ କଣ ? ନିଶା ମୁକ୍ତ ଭାରତ ଗଠନ ପାଇଁ ସ୍ଲୋଗାନ ଦେବା ପୂର୍ବରୁ ପ୍ରଥମେ ସମସ୍ତ ମଦ ଦୋକାନ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ଜୋର ଧରିଛି । ସାମାଜିକ କର୍ମୀ ଏବଂ ଜନସାଧାରଣଙ୍କ ମତରେ, ସରକାରୀ ସ୍ତରରେ ମଦ ବିକ୍ରିକୁ ଅନୁମତି ଦେଇ କେବଳ ଡ୍ରଗ୍ସ କିମ୍ବା ଅନ୍ୟ ନିଶାଦ୍ରବ୍ୟ ବିରୋଧରେ ଅଭିଯାନ ଚଳାଇଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ନୁହେଁ । Close all liquor shops first then give Slogans for Drug free Bharat! #BanLiquorFirst #NashaMuktBharat #AlcoholBan #LiquorFreeIndia #SocialReform Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha