ଶିକ୍ଷକ ଭବିଷ୍ୟତ ଅନ୍ଧାର, ଗୁରୁ ଦିବସ ପାଳିବାକୁ ଆମର ମନ ନାହିଁ ! Teachers, refuse to celebrate Teachers day.
Pratidin TV
0:00 / 0:00
ଶିକ୍ଷକ ଭବିଷ୍ୟତ ଅନ୍ଧାର, ଗୁରୁ ଦିବସ ପାଳିବାକୁ ଆମର ମନ ନାହିଁ ! Teachers, refuse to celebrate Teachers day.
7 625 просмотров · 17 часов назад
Pratidin TV
1,76 млн подписчиков
7 625 просмотров · 17 часов назад
ଶିକ୍ଷକ ଭବିଷ୍ୟତ ଅନ୍ଧାର, ଗୁରୁ ଦିବସ ପାଳିବାକୁ ଆମର ମନ ନାହିଁ !ଗୁରୁଦିବସରେ ଗର୍ଜନ କରିବେ ୫୦ ହଜାର ଶିକ୍ଷକ ! ୧୫ଦିନ ହୋଇଗଲା ସ୍କୁଲ ଓ କଲେଜ ର ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ର ଅହୋରାତ୍ର ଧାରଣାରେ ବସିଛନ୍ତି । ଖରା , ବର୍ଷା ସବୁ ସହି ସହ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ରାଜରାସ୍ତାରେ । ସରକାର ଦାବି ପୂରଣ ନ କରିଲେ ମହାସମାବେଶ ହେବ । ସମସ୍ତ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ।ଓଡ଼ିଶାର ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ଗୁରୁ ଦିବସକୁ ବର୍ଜନ କରି ଏହାକୁ "କଳା ଦିବସ" (Black Day) ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ପାଇଁ ଭୁବନେଶ୍ୱର ଲୋୟର ପିଏମଜି (Lower PMG) ଠାରେ ବିଭିନ୍ନ ବ୍ଲକଗ୍ରାଣ୍ଟ, ସହାୟତାପ୍ରାପ୍ତ ଏବଂ ଅଣ-ସହାୟତାପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଆନ୍ଦୋଳନ ଆଜି ୧୪ ଦିନରେ ପହଞ୍ଚିଛି। ଶିକ୍ଷକମାନେ ପେନସନ ସୁବିଧା, ପୂର୍ଣ୍ଣ ଅନୁଦାନ, ଚାକିରି ସର୍ତ୍ତାବଳୀରେ ସୁଧାର ଏବଂ ସରକାରୀ ଶିକ୍ଷକଙ୍କ ଭଳି ସମାନ ସୁବିଧା ଦାବି କରି ବିଧାନସଭା ଚାଲିଥିବା ସମୟରେ ଏହି ମେଗା ପ୍ରତିବାଦ ଜାରି ରଖିଛନ୍ତି। Teacher protest, refuse to celebrate Teachers day.
#OdishaTeachersProtest #LowerPMG #TeachersDayBoycott #BlackDayForTeachers #TeacherAgitation2026
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha