କାହିଁକି ହେଉଛି କିଡନି ଖରାପ? | Dr Manas Ranjan Pradhan on Kidney Disease in Odia | Causes & Treatment
Swasthya Plus Odia
0:00 / 0:00
କାହିଁକି ହେଉଛି କିଡନି ଖରାପ? | Dr Manas Ranjan Pradhan on Kidney Disease in Odia | Causes & Treatment
535 695 просмотров · 5 лет назад
Swasthya Plus Odia
803 тыс. подписчиков
535 695 просмотров · 5 лет назад
#KidneyFailure #HealthyKidney #OdiaHealthTips #DoctorAdvice
କାହିଁକି ଖରାପ ହୁଏ କିଡନି? କିଡନି ଖରାପ ହେଲେ କ’ଣ କରିବେ? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
କିଡନିର କାମ କ’ଣ? (0:00)
କିଡନି ଖରାପ ହେବାର କାରଣ କ’ଣ? (2:14)
କିଡନି ଖରାପ ହେଲେ କ’ଣ ଲକ୍ଷଣ ଦେଖାଯାଏ? (4:08)
କିଡନି ରୋଗକୁ ଚିହ୍ନିବା କେମିତି? (5:58)
କିଡନି ରୋଗର ଚିକିତ୍ସା କେମିତି ହୁଏ? (7:18)
କିଡନି ଡାଏଲିସିସ୍ ଓ କିଡନି ଟ୍ରାନ୍ସପ୍ଲାଣ୍ଟେସନ କ’ଣ? (9:52)
ଡାଏବେଟିସ୍ ରୋଗୀଙ୍କ ପାଇଁ ଡାକ୍ତରଙ୍କ ଉପଦେଶ (12:47)
କିଡନିକୁ କେମିତି ରଖିବେ ସୁସ୍ଥ? (14:09)
What are the causes of kidney disease? What is the treatment of kidney disease? Let us know more from Dr Manas Ranjan Pradhan, a urologist.
In this video,
What is the work of kidney? (0:00)
Cause of kidney disease (2:14)
Symptoms of kidney disease (4:08)
Diagnose kidney disease? (5:58)
How is kidney disease treated? (7:18)
What are Kidney Dialysis and Kidney Transplant? (9:52)
Doctor's advice for diabetes patient (12:47)
How to keep your kidneys healthy? (14:09)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!