ଷ୍ଟେନୋ ଝିଅକୁ ସହ ଖରାପ୍ ସମ୍ପର୍କ, ରଖିବାକୁ ବାଧ୍ୟ କରି ପରିବହନ OAS ବାବୁ ଗିରଫ! Arun Biswal Arrested, bbsr.
Pratidin TV
0:00 / 0:00
ଷ୍ଟେନୋ ଝିଅକୁ ସହ ଖରାପ୍ ସମ୍ପର୍କ, ରଖିବାକୁ ବାଧ୍ୟ କରି ପରିବହନ OAS ବାବୁ ଗିରଫ! Arun Biswal Arrested, bbsr.
21 350 просмотров · 6 дней назад
Pratidin TV
1,76 млн подписчиков
21 350 просмотров · 6 дней назад
ଷ୍ଟେନୋ ଝିଅକୁ ସହ ଖରାପ୍ ସମ୍ପର୍କ, ରଖିବାକୁ ବାଧ୍ୟ କରି ପରିବହନ OAS ବାବୁ ଗିରଫ! ଜଣେ ମହିଳା ସହକର୍ମୀଙ୍କ (ଷ୍ଟେନୋଗ୍ରାଫର) ଘରେ ପଶି ଅସଦାଚରଣ ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଓଡ଼ିଶା ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। Arun Biswal, the Additional Secretary of the Odisha Transport Department, was arrested by the Bhubaneswar police
#ArunBiswalArrested #Bhubaneswar #OdishaNews #OdishaGovernment #CrimeNewsBhubaneswar
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha