ମଟନ ଥାଳିରେ ଲାଲ ଟହ ଟହ ଗାଇ- ମାଂସ! | Cuttack Jagatpur Hotel Controversy | Mutton Beef Allegation | OR
Odisha Reporter
0:00 / 0:00
ମଟନ ଥାଳିରେ ଲାଲ ଟହ ଟହ ଗାଇ- ମାଂସ! | Cuttack Jagatpur Hotel Controversy | Mutton Beef Allegation | OR
349 912 просмотров · 2 дня назад
Odisha Reporter
2,98 млн подписчиков
349 912 просмотров · 2 дня назад
କଟକ ଜଗତପୁରର ଖଣ୍ଡେଇ ହୋଟେଲ। ନିଜ ସ୍ତ୍ରୀ ଛୁଆକୁ ସାଙ୍ଗରେ ଧରି ମଟନ ଟିକେ ଖାଇବାକୁ ଆସିଥିଲେ ସ୍ମୃତିରଂଜନ ମହାନ୍ତି। ଅର୍ଡର ବି ଦେଲେ। ମଟନ ଥାଳି ଆସି ପହଂଚିଲା। କିନ୍ତୁ ପାଟିକୁ ନେଲା କ୍ଷଣି ସବୁ କଥା ବଦଳି ଗଲା। ମଟନ ବଦଳରେ ତାଙ୍କୁ ଥାଳିରେ ଦିଆଇଯାଇଥିଲା ଗୋ-ମାଂସ। ତୁରନ୍ତ ଏନେଇ ସେ ହୋଟେଲ ମାଲିକଙ୍କ ସହ ଯୁକ୍ତିତର୍କ କରିଥିଲେ। କିନ୍ତୁ ମାଲିକ କହିଲେ ଭିନେଗାର ମିଶାଯାଇଥିବାରୁ ବଦଳି ଯାଇଛି ସ୍ୱାଦ। ଯାହାକୁ ନେଇ ଆରମ୍ଭ ହେଲା ପାଟିତୁଣ୍ଡ। ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗକାରୀ..
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Cuttack #Jagatpur #Odisha #OdishaNews #CuttackNews #FoodControversy #KhandeiHotel #FoodSafety #OdishaLatestNews #CrimeNewsOdisha