Перейти к содержимому

5 Important Assessment Tools | ଆକଳନର ୫ ଟି ଗୁରୁତ୍ୱପୂର୍ଣ୍ଣ ସାଧନୀ | explain example | Teacher Training

Edn Tech

0:00 / 0:00

5 Important Assessment Tools | ଆକଳନର ୫ ଟି ଗୁରୁତ୍ୱପୂର୍ଣ୍ଣ ସାଧନୀ | explain example | Teacher Training

238 просмотров · 9 дней назад
Edn Tech
38,3 тыс. подписчиков
238 просмотров · 9 дней назад
5 Important Assessment Tools | ଆକଳନର ୫ ଟି ଗୁରୁତ୍ୱପୂର୍ଣ୍ଣ ସାଧନୀ | explain example | Teacher Training ଏହି ଭିଡିଓରେ ଶିକ୍ଷଣ-ଶିକ୍ଷା ପ୍ରକ୍ରିୟାରେ ବ୍ୟବହୃତ ୫ ଟି ଗୁରୁତ୍ୱପୂର୍ଣ୍ଣ Assessment Tools ବିଷୟରେ ସରଳ ଭାବରେ ଆଲୋଚନା କରାଯାଇଛି। 📌 ଏହି ଭିଡିଓରେ ଜାଣିବେ: ✅ Oral Questionary – ମୌଖିକ ଆକଳନ ✅ Experiment – ପରୀକ୍ଷଣ ଆକଳନ ✅ Project – ପ୍ରକଳ୍ପ ଆକଳନ ✅ Written – ଲିଖିତ ଆକଳନ ✅ Rubrics – ରୁବରିକ୍ସ ଆକଳନ ଏହି ସାଧନଗୁଡ଼ିକୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରଗତି, ଦକ୍ଷତା, ଆଚରଣ ଓ କାର୍ଯ୍ୟକୁ ଆକଳନ କରିବାରେ କିପରି ବ୍ୟବହାର କରିପାରିବେ, ତାହା ଉଦାହରଣ ସହିତ ବୁଝାଯାଇଛି। ଏହି ଭିଡିଓଟି ଶିକ୍ଷକ, ଶିକ୍ଷକ ପ୍ରଶିକ୍ଷକ, CRCC, Head Teacher ଏବଂ All teachers ଶିକ୍ଷକମାନଙ୍କ ପାଇଁ ଉପଯୋଗୀ। ଭିଡିଓଟି ଭଲ ଲାଗିଲେ Like 👍, Share ↗️ ଏବଂ Edn Tech YouTube Channel କୁ Subscribe 🔔 କରନ୍ତୁ। #5AssessmentTools #AssessmentInEducation #OdiaEducation #TeacherTraining #teachertraining #5assessmenttools #edntech 5 important assessment tools, assessment tools in odia, assessment tools, assessment in odia, assessment methods, assessment techniques, checklist in odia, rating scale in odia, rubrics in odia, portfolio in odia, anecdotal record in odia, oral assessment tools for teachers, foundational stage assessment, school assessment tools, teacher training odia, teacher education, CBA, competency based assessment, ଆକଳନର ୫ଟି ସାଧନୀ, ଆକଳନ ସାଧନୀ, ଶିକ୍ଷା ଆକଳନ, ମୌଳିକ ସ୍ତର ଆକଳନ, ଶିକ୍ଷକ ପ୍ରଶିକ୍ଷଣ, Edn Tech. project assessment tool, written assessment tool, experiment assessment tool, edntech Thank You for watching this video.