Involving All nyasta karjya | ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା | MCM | Teacher Training
Edn Tech
0:00 / 0:00
Involving All nyasta karjya | ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା | MCM | Teacher Training
912 просмотров · 11 дней назад
Edn Tech
38,3 тыс. подписчиков
912 просмотров · 11 дней назад
Involving All nyasta karjya | ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା | MCM | Teacher Training
ନ୍ୟସ୍ତ କାର୍ଯ୍ୟ – ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ବିଷୟରେ ଏହି ଭିଡିଓରେ ସରଳ ଭାବରେ ଆଲୋଚନା କରାଯାଇଛି। ଏହି ଭିଡିଓରେ ଶିକ୍ଷଣ-ଶିକ୍ଷାଦାନ ପ୍ରକ୍ରିୟାରେ ସମସ୍ତ ଶିକ୍ଷାର୍ଥୀଙ୍କ ଅନ୍ତର୍ଭୁକ୍ତ, ଭୂମିକା, ଛାତ୍ରଛାତ୍ରୀଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ଶିକ୍ଷଣକୁ ଅଧିକ ପ୍ରଭାବଶାଳୀ କରିବାର ଉପାୟ ପନ୍ଥା ବିଷୟରେ ଜାଣନ୍ତୁ।
ଏହି ଭିଡିଓଟି ଶିକ୍ଷକ, ଶିକ୍ଷକ ପ୍ରଶିକ୍ଷଣାର୍ଥୀ, CRCC, BEO/ଶିକ୍ଷା ବିଭାଗ ସହ ଜଡ଼ିତ ବ୍ୟକ୍ତି ଏବଂ ଶିକ୍ଷା ପ୍ରତି ଆଗ୍ରହୀ ସମସ୍ତଙ୍କ ପାଇଁ ଉପଯୋଗୀ ଅଟେ।
📌 ଏହି ଭିଡିଓରେ:
✅ ନ୍ୟସ୍ତ କାର୍ଯ୍ୟ ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା କ’ଣ?
✅ ଶିକ୍ଷଣ ପାଇଁ ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱ
✅ ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ବିଭିନ୍ନ ପନ୍ଥା
✅ ଶିକ୍ଷଣକୁ ଆକର୍ଷଣୀୟ କରିବାର ଉପାୟ
✅ ଭିଡିଓ ପ୍ରସ୍ତାବନା ଓ ବିଷୟର ପରିଚୟ
ଭିଡିଓଟି ଭଲ ଲାଗିଲେ Like 👍 | Share ↗️ | Edn Tech YouTube Channel କୁ Subscribe 🔔 କରନ୍ତୁ।
#TeacherTraining #ସମସ୍ତଶିକ୍ଷାର୍ଥୀଙ୍କୁଅନ୍ତର୍ଭୁକ୍ତ #edntech #training #involvingall #nyastakarjya #mcm
ନ୍ୟସ୍ତ କାର୍ଯ୍ୟ, ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ, Involving All nyasta karjya, teacher training odia, teacher training, teacher education, teaching learning process, classroom conversation, ଶିକ୍ଷକ ପ୍ରଶିକ୍ଷଣ, ଶିକ୍ଷଣ ଶିକ୍ଷାଦାନ, ନ୍ୟସ୍ତ କାର୍ଯ୍ୟ ଶିକ୍ଷକ, Edn Tech, odia educational teacher training video, odia, teacher training video, classroom teaching, teaching techniques, involving all learners, teacher training, mcm orientation
Thank you for watching this video.