ନାଗ ସାପ ସହ କରୁଥିଲେ ରିଲ୍ସ , ମାରିଲା ଚୋଟ ! Puri Man Dies of Snakebite While Making Reel With Snake
Pratidin TV
0:00 / 0:00
ନାଗ ସାପ ସହ କରୁଥିଲେ ରିଲ୍ସ , ମାରିଲା ଚୋଟ ! Puri Man Dies of Snakebite While Making Reel With Snake
535 просмотров · 6 ч назад
Pratidin TV
1,77 млн подписчиков
535 просмотров · 6 ч назад
ନାଗ ସାପ ସହ କରୁଥିଲେ ରିଲ୍ସ , ମାରିଲା ଚୋଟ ଚାଲିଗଲା ଜୀବନ ! ମହଙ୍ଗା ପଡ଼ିଲା ନାଗ ସହ ରିଲ୍ସ । ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ । ପୁରୀ ହସ୍ପିଟାଲରେ ତପନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ତପନ ବିଷାକ୍ତ ସାପକୁ ବିଭିନ୍ନ ସମୟରେ ଧରିବା ସହ ତାକୁ ସହଜରେ କାବୁ ମଧ୍ୟ କରୁଥିଲେ । ଯାହା ଘରେ ସାପ ପଶୁଥିଲା ତପନ ସେଠାରେ ପହଞ୍ଚି ସାପ ଧରୁଥିଲେ । Puri Man Dies of Snakebite While Making Reel With Snake
#Puri #SnakeBite #Odisha #ReelAccident #Cobra #SnakeCatcher #ViralNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha