Перейти к содержимому

`ମତେ କ୍ଷମା କରିଦିଅ’ | Odisha Reporter

Odisha Reporter

0:00 / 0:00

`ମତେ କ୍ଷମା କରିଦିଅ’ | Odisha Reporter

1 557 просмотров · 1 год назад
Odisha Reporter
2,98 млн подписчиков
1 557 просмотров · 1 год назад
ଯାତ୍ରା କମେଡ଼ିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠାଇଲା ମାଲିକ ସଂଘ। ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଉଠିଲା ନିଲମ୍ବନ । ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ଲାଗିଥିଲା ବ୍ୟାନ୍ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #DayanidhiUpadhya #jatra #controversy #odisha #news #update #odishareporter