ରାଇଘାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର , ଭିତ୍ତି ପ୍ରସ୍ତର ସ୍ଥାପନ । Keonjhar News
Pratidin TV
0:00 / 0:00
ରାଇଘାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର , ଭିତ୍ତି ପ୍ରସ୍ତର ସ୍ଥାପନ । Keonjhar News
227 просмотров · 5 ч назад
Pratidin TV
1,77 млн подписчиков
227 просмотров · 5 ч назад
ରାଇଘାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲ ମୁଡରେ ଏହାର ଶିଳାନ୍ୟାସ କରିଥିଲେ। ପ୍ରଧାନ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହାଟଡିହି ଏ. ବି.ଡି.ଓ ରଶ୍ମିରେଖା ନାଇକ, ସମ୍ମାନିତ ଅତିଥି ଭାବେ ହାଟଡିହି ଏ.ବି.ଇ.ଓ ପୂର୍ଣଚନ୍ଦ୍ର ଜେନା, ସି.ଆର.ସି.ସି ପଙ୍କଜ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ଆଶିଷ ଜାଲିଆଳ, ଆଦର୍ଶ ପ୍ରଧାନ ଶିକ୍ଷକ ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମହତ୍ୱ ଉପରେ ଆଲୋକପାତ କରିଥିଲେ। CM Mohan Majhi laid foundation stone for 630 model primary schools under the third phase of Godabarish Mishra Adarsha Prathamik Vidyalaya scheme ,Keonjhar
#GodabarishMishraAdarshaVidyalaya #OdishaEducation #MohanMajhi #PrimaryEducation #Odisha #ModelSchools #SchoolTransformation #NipunOdisha #Keonjhar
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha