ଜନନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି | Tribute to Bishnu Sethi
Suryabanshi Suraj Fan Club
0:00 / 0:00
ଜନନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି | Tribute to Bishnu Sethi
428 просмотров · 3 дня назад
Suryabanshi Suraj Fan Club
306 подписчиков
428 просмотров · 3 дня назад
ଅମର ରହନ୍ତୁ ସ୍ୱର୍ଗତଃ ବିଷ୍ଣୁ ସେଠୀ! 🙏💐
ଜନସେବା, ସାହିତ୍ୟ ଓ ନିଷ୍ଠାପର ନେତୃତ୍ୱର ପ୍ରତୀକ, ଧାମନଗରର ପୂର୍ବତନ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପୂଜ୍ୟ ପିତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି!
ତାଙ୍କର ନୀତି, ଆଦର୍ଶ ଏବଂ ଲୋକଙ୍କ ସେବା ପାଇଁ ଅତୁଳନୀୟ ଯୋଗଦାନ ସଦାସର୍ବଦା ଆମ ହୃଦୟରେ ଅମର ହୋଇ ରହିବ। ଏହି ଶୁଭ ଅବସରରେ ଆୟୋଜିତ ଶ୍ରାଦ୍ଧ ବାର୍ଷିକୀ ସମାରୋହର କିଛି ଭାବପୂର୍ଣ୍ଣ ଝଲକ... ✨
#BishnuSethi #FourthDeathAnniversary #Shraddhanjali #SuryabanshiSuraj #Dhamanagar #SuryabanshiSurajFanClub #Odisha #Janneta