Перейти к содержимому

କଳିକାଳରେ ଆମେ କାଲିଆର ସ୍ତ୍ରୀ.. | Jibana Jagannath Podcast | Ep - 14 | Harekrushna Singhari | S J D

Shree Jagannath Dham

0:00 / 0:00

କଳିକାଳରେ ଆମେ କାଲିଆର ସ୍ତ୍ରୀ.. | Jibana Jagannath Podcast | Ep - 14 | Harekrushna Singhari | S J D

7 955 просмотров · 2 недели назад
Shree Jagannath Dham
46 тыс. подписчиков
7 955 просмотров · 2 недели назад
ଏଥର ଜୀବନ ଜଗନ୍ନାଥ" (Jibana Jagannath) ପୋଡକାଷ୍ଟରେ ଦେଖନ୍ତୁ ଶ୍ରୀମନ୍ଦିରର ସିଂହାରୀ ସେବକମାନେ କିପରି ଶ୍ରୀଜଗନ୍ନାଥଙ୍କୁ ଶ୍ରୀଅଙ୍ଗ ସେବା, ବେଶ ଏବଂ ଶୃଙ୍ଗାର କରନ୍ତି ? ନିଜକୁ କେଉଁ ଭାବରେ ସମର୍ପଣ କରି ମହାପ୍ରଭୁଙ୍କ ନିକଟତର ହୁଅନ୍ତି ? ଏହି ସ୍ୱତନ୍ତ୍ର ଆଲୋଚନାରେ ସିଂହାରୀ ସେବକ ହରେକୃଷ୍ଣ ସିଂହାରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା, ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ବେଶ ଏବଂ ସିଂହାରୀ ନୀତି-କାନ୍ତିର ଗହନ ଆଧ୍ୟାତ୍ମିକ ରହସ୍ୟ ଜାଣିବା ପାଇଁ ଦେଖନ୍ତୁ ଏହି ସ୍ୱତନ୍ତ୍ର ପୋଡକାଷ୍ଟ "ଜୀବନ ଜଗନ୍ନାଥ" (Jibana Jagannath) ର ସମ୍ପୂର୍ଣ୍ଣ ଅଧ୍ୟାୟ। 👤 ଅତିଥି : ସିଂହାରୀ ସେବକ ହରେକୃଷ୍ଣ ସିଂହାରୀ (Harekrushna Singhari) 🎙️ ଉପସ୍ଥାପନା : ମଧୁସୂଦନ ମିଶ୍ର (Madhusudan Mishra) ⏰ ଦେଖିବାକୁ ଭୁଲିବେନି ପ୍ରତ୍ୟେକ ଶନିବାର ସକାଳ ୯:୦୦ ଟାରେ ଏବଂ ରାତି ୯:୦୦ ଟାରେ। କେବଳ ଶ୍ରୀଜଗନ୍ନାଥ ଧାମ ଟିଭି ଏବଂ ଶ୍ରୀଜଗନ୍ନାଥ ଧାମ YouTube ଚ୍ୟାନେଲ୍‌ରେ | ⏰ Don't forget to watch every Saturday Morning at 9:00 AM & Night at 9:30 PM. Exclusively on Shree Jagannath Dham TV and Shree Jagannath Dham YouTube Channel. #JibanaJagannath #SinghariSevak #SrimandirTraditions #JagannathTempleSecrets #JagannathTempleHistory #JagannathTempleSevayat #Podcast #JibanaJagannathPodcast #JagannathPuri #LordJagannath #PuriJagannathTemple #OdiaPodcast #ShreeJagannathDham "ଶ୍ରୀଜଗନ୍ନାଥ ଧାମ" ଚାନେଲରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦ୍ୱାରଫିଟା, ପ୍ରାତଃ ଆଳତି, ପତାକାଲାଗି, ସନ୍ଧ୍ୟା ଆଳତି ସହିତ ପ୍ରତ୍ୟେକ ଦିନର ନୀତିକାନ୍ତି ଓ ପର୍ବପର୍ବାଣୀର ସିଧାପ୍ରସାରଣ ସକାଳ ୫ଟା ଏବଂ ଅପରାହ୍ନ ୪ଟା ରେ ଦେଖି ପାରିବେ | 👉 Subscribe to our channel to never miss the daily live darshan and divine rituals from Shree Jagannath Dham.. ► ପ୍ରତ୍ୟେକ ଦିନ ଜଗନ୍ନାଥ ଧାମରୁ ସିଧାପ୍ରସାରଣ ଦେଖିବା ପାଇଁ : -    / @shreejagannathdham1   ► Follow Our Page on Facebook :-   / profile.php   ► Follow us on Instagram :-   / shreejagannathdham1   On the “Shree Jagannath Dham” channel, you can watch daily live streaming of Lord Jagannath’s sacred rituals, including Dwara Phita, Mangal Alati, Pataka Lagi, Sandhya Alati, and Everyday temple Niti-Kanti (temple rituals) along with special festivals and celebrations. 📌 Live streaming timings: 🕔 Morning – 5:00 AM 🕓 Evening – 4:00 PM ► To watch daily live streaming from Shree Jagannath Dham, subscribe here: 👉    / @shreejagannathdham1   ► Follow us on Facebook: 👉   / profile.php   ► Follow us on Instagram: 👉   / shreejagannathdham1   Experience the divine blessings of Mahaprabhu Shree Jagannath from anywhere in the world..🙏