Перейти к содержимому

ଏମିତି ବନ୍ଧାକୋବି ତରକାରୀ ଯଦି ବନେଇବେ ନ ଖାଇଲା ଲୋକ ବି ମାଗି ଖାଇବେ ଏତେ ସ୍ୱାଦିଷ୍ଟ /Bondha gobi tarakari

NIRANJAN In Kitchen

0:00 / 0:00

ଏମିତି ବନ୍ଧାକୋବି ତରକାରୀ ଯଦି ବନେଇବେ ନ ଖାଇଲା ଲୋକ ବି ମାଗି ଖାଇବେ ଏତେ ସ୍ୱାଦିଷ୍ଟ /Bondha gobi tarakari

504 просмотра · 3 нед. назад
NIRANJAN In Kitchen
523 подписчика
504 просмотра · 3 нед. назад
ଏମିତି ବନ୍ଧାକୋବି ତରକାରୀ ଯଦି ବନେଇବେ ନ ଖାଇଲା ଲୋକ ବି ମାଗି ଖାଇବେ ଏତେ ସ୍ୱାଦିଷ୍ଟ /Bondha gobi tarakari Odia Recipe #Niranjaninkitchen #bandhakobitarakari #kobitarakari #cabbagerecipe #cabbagetarakari 🥬 Hello Friends Welcome to Niranjan in kitchen 🙏 ଆଜି ଆମେ ତିଆରି କରିବା ଏକ ସହଜ* ସ୍ୱାଦିଷ୍ଟ ଏବଂ ଘରୋଇ ଷ୍ଟାଇଲ୍‌ର ବନ୍ଧାକୋବି ଚଣା ଡାଲି ତରକାରୀ/ବନ୍ଧାକୋବି ଚଣା ଡାଲି ଓ ମସଲାର ସୁନ୍ଦର ମିଶ୍ରଣରେ ଏହି ତରକାରୀ ଭାତ କିମ୍ବା ରୁଟି ସହିତ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। 😋 ଘରେ ଥିବା ସାଧାରଣ ସାମଗ୍ରୀରେ ଅଳ୍ପ ସମୟରେ ଏହି ରେସିପି ପ୍ରସ୍ତୁତ କରିପାରିବେ। ଭିଡିଓଟି ଭଲ ଲାଗିଲେ Like 👍, Share ↗️ ଏବଂ Channelକୁ Subscribe 🔔 କରିବାକୁ ଭୁଲିବେ ନାହିଁ। My Chennal Link:‪@NiranjanDalai-o4y‬ 🙏 ଆପଣଙ୍କ ମତାମତ Comment ରେ ନିଶ୍ଚୟ ଜଣାନ୍ତୁ। #ପତ୍ତାଗୋଭୀ #ଚଣାଡାଲି #ଓଡ଼ିଆରେସିପି #OdiaRecipe #PattaGobi #ChanaDal #OdiaFood #HomeCooking #Niranjaninkitchen Keywords: ବୋନ୍ଧାକୋବି ଚଣା ଡାଲି ବୋନ୍ଧକୋବି ତରକାରୀ ଚଣା ଡାଲି ତରକାରୀ ବନ୍ଧାକୋବି ଚଣା ଡାଲି ରେସିପି ଓଡ଼ିଆ ରେସିପି ଓଡ଼ିଆ ଖାଦ୍ୟ Odia Recipe Patta Gobi Chana Dal Cabbage Chana Dal Cabbage Recipe Chana Dal Recipe Odia Food Odia Cooking ଘରୋଇ ରେସିପି ସହଜ ତରକାରୀ ଭାତ ସହ ତରକାରୀ ଦେଶୀ ରେସିପି ସ୍ୱାଦିଷ୍ଟ ତରକାରୀ Ingredient list: Patta Gobi -500 gm Chana dall-100 gm Onion -2 pc Garlic clove -7-8 pc Green Chilli -2 pc COOKING oil Punch phoran-1 tsp Tamatar-2 pc Curry leaves Haldi powder-1 tsp Chilli powder -1 tsp Coriander powder -1 tsp Cumin powder -1/2 tsp Salt to taste Coriander Leaves Water Required ବନ୍ଧାକୋବି ଚଣା ଡାଲି ତରକାରୀ ଏକ ସରଳ *ସ୍ୱାଦିଷ୍ଟ ଓ ଘରୋଇ ରେସିପି। ବନ୍ଧାକୋବି ଓ ଚଣା ଡାଲିର ମିଶ୍ରଣ ଏହି ତରକାରୀକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଗରମ ଭାତ ସହିତ ଏହା ଖାଇବାକୁ ବହୁତ ଭଲ ଲାଗେ। 😋 🙏 ରେସିପିଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। ଆପଣଙ୍କ ମତାମତ Comment ରେ ନିଶ୍ଚୟ ଜଣାନ୍ତୁ। ❤️ Thank you for watching my video 🙏🙏