ପୁଣି ଦକ୍ଷିଣ ଓଡିଶାକୁ ମାଡି ଆସୁଛି ମହା ବିପଦ! | Odisha Reporter
Odisha Reporter
0:00 / 0:00
ପୁଣି ଦକ୍ଷିଣ ଓଡିଶାକୁ ମାଡି ଆସୁଛି ମହା ବିପଦ! | Odisha Reporter
1 024 просмотра · 2 ч назад
Odisha Reporter
2,99 млн подписчиков
1 024 просмотра · 2 ч назад
ପୁଣି ଦକ୍ଷିଣ ଓଡିଶାକୁ ମାଡି ଆସୁଛି ମହା ବିପଦ!
ଦୁର୍ଦଶା ସରିନି । ପୁଣି ମାଡି ଆସିଲାଣି ଦୁଃଖ । ବନ୍ୟାର କାଦୁଅ ଶୁଖିନି । ପୁଣି ଭିଜିଯାଇବାକୁ ଆସିଲାଣି ବର୍ଷା । ଘରେ ଚୂଲି ଜଳିନି । କିନ୍ତୁ ବର୍ଷାକୁ ନେଇ ପସିଲାଣି ଛନକା । କାରଣ ଘୁ ଘୁ ହୋଇ ମାଡି ଆସୁଛି ଆଉ ଏକ ବାତ୍ୟା । ଏଥର ବି ସେଇ ଆନ୍ଧ୍ର ପ୍ରଦେଶରେ ମାଡ ହେବ । କିନ୍ତୁ ଓଡିଶା ଆଖିରୁ ଲୁହା ଝରାଇବ ବୋଲି କହିଲେଣି ଆଇଏମଡି ଜିଡି ।2 ତାରିଖ ସକାଳେ ବାତ୍ୟାରେ ପରିଣତ ହୋଇ ମଧ୍ୟ ରାତ୍ରୀକୁ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ଆକାଳନ କରିଛି ।
#OdishaReporter #CycloneAlert #cyclone
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter