Перейти к содержимому

କ୍ଲାସିକାଲ ମ୍ୟୁଜିକରେ ଝୁମିଲେ ୫ ଓରାଙ୍ଗଓଟାନ୍ | Odisha Reporter

Odisha Reporter

0:00 / 0:00

କ୍ଲାସିକାଲ ମ୍ୟୁଜିକରେ ଝୁମିଲେ ୫ ଓରାଙ୍ଗଓଟାନ୍ | Odisha Reporter

14 359 просмотров · 1 день назад
Odisha Reporter
2,98 млн подписчиков
14 359 просмотров · 1 день назад
ନନ୍ଦନକାନନର କ୍ୱାରେଣ୍ଟାଇନ ରୁମରେ ଏବେ ୫ ଓରାଙ୍ଗଓଟାନଙ୍କ ନିଆରା ଦୁନିଆ। କ୍ଲାସିକାଲ ମ୍ୟୁଜିକ୍ ଓ ଲୋରି ଶୁଣି ଝୁମୁଛନ୍ତି, ଦୋଳିରେ ଝୁଲି ମସ୍ତି କରୁଛନ୍ତି। ପରସ୍ପରକୁ ଜାବୁଡ଼ି ଧରି ରହୁଥିବା ଏହି ୫ ଓରାଙ୍ଗଓଟାନ୍ ଏବେ କେୟାରଟେକରଙ୍କ ଆଙ୍ଗୁଠି ଧରୁଛନ୍ତି ଓ କୋଳରେ ଶୋଉଛନ୍ତି। #Nandankanan #Orangutan #Orangutans #BabyOrangutan #ClassicalMusic #Lullaby #AnimalCare Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter