ଛିନଛତର ଏକ ନମ୍ବର ହାଟ, ରାସ୍ତାକଡ଼ ଦୋକାନ ଫାଙ୍କା| Odisha Reporter
Odisha Reporter
0:00 / 0:00
ଛିନଛତର ଏକ ନମ୍ବର ହାଟ, ରାସ୍ତାକଡ଼ ଦୋକାନ ଫାଙ୍କା| Odisha Reporter
22 027 просмотров · 17 часов назад
Odisha Reporter
2,98 млн подписчиков
22 027 просмотров · 17 часов назад
ଛିନଛତର ଏକ ନମ୍ବର ହାଟ, ରାସ୍ତାକଡ଼ ଦୋକାନ ଫାଙ୍କା| Odisha Reporter
ଆଉ ଶୁଣା ଶୁଣି ନାହିଁ । ଏଥର ନିଜ ଜିନିଷ ପତ୍ର ଉଠାଅ,ସରକାରୀ ଜାଗା ଛାଡ । ସକାଳ ପ୍ରାୟ ସାଢେ 8ଟା ଭୁବନେଶ୍ବର ୟୁନିଟ୍ -1 ମାର୍କେଟ୍ ରେପହଞ୍ଚିଲା ବିଏମସି ଓ ବିଡିଏର ଏନଫଓର୍ସମେଣ୍ଟ ଟିମ୍ । ସାଙ୍ଗରେ ଥିଲେ 8 ପ୍ଲାଟୁନ୍ ପୁଲିସ ଫୋର୍ସ । ଆଉ ତା ପରେ ଆରମ୍ଭ ହୋଇଗଲା ଉଚ୍ଛେଦ ପ୍ରକ୍ରିୟା । କିଏକିଛି ବୁଝିବା ପୂର୍ବରୁ ରାସ୍ତା କଡରେ ଥିବା ସମସ୍ତ ଉଠା ଦୋକାନୀ ଓ ଭେଣ୍ଡିଂ ଜୋନ୍ ଉପରେ ବୁଲିଲା ବୁଲଡୋଜର ।
#odishareporter #odisha #marketbuilding #bazar #shop #bmc #buldozer #bhubaneswar #bhubaneswarnews #specialpackage #package
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter