Перейти к содержимому

ଆପେଣ୍ଡିସାଇଟିସ୍ କ’ଣ? ଜାଣନ୍ତୁ ଚିକିତ୍ସା | Dr Sushant Kumar Sethi on Appendicitis in Odia

Swasthya Plus Odia

0:00 / 0:00

ଆପେଣ୍ଡିସାଇଟିସ୍ କ’ଣ? ଜାଣନ୍ତୁ ଚିକିତ୍ସା | Dr Sushant Kumar Sethi on Appendicitis in Odia

44 340 просмотров · 5 лет назад
Swasthya Plus Odia
804 тыс. подписчиков
44 340 просмотров · 5 лет назад
#Appendicitis #OdiaHealthTips #DoctorAdvice #appendixsurgery ଆପେଣ୍ଡିକ୍ସ ଆମ ଶରୀରର ଏକ ଅଦରକାରୀ ଅଙ୍ଗ, ଯାହା ଅନ୍ତନଳୀରେ ଅବସ୍ଥିତ। ଯଦି ଆପେଣ୍ଡିକ୍ସରେ କୌଣସି ପ୍ରବାହ ଘଟି ସଂକ୍ରମଣ ହୁଏ, ତେବେ ଏହା ସାଙ୍ଘାତିକ ସମସ୍ୟା। ତେବେ ଆାପେଣ୍ଡିସାଇଟିସ୍ ହେବାର ଲକ୍ଷଣ କ’ଣ? ଏହାର ଚିକିତ୍ସା କେମିତି କରିବେ? ବିଶିଷ୍ଟ ପେଟ ତଥା ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଆପେଣ୍ଡିସାଇଟିସ୍ କ’ଣ? (0:00) ଆପେଣ୍ଡିସାଇଟିସର ଲକ୍ଷଣ (1:02) କାହିଁକି ହୁଏ ଆପେଣ୍ଡିସାଇଟିସ୍? (1:45) ଆପେଣ୍ଡିସାଇଟିସକୁ ଚିହ୍ନଟ କରିବେ କେମିତି? (2:29) ଆପେଣ୍ଡିସାଇଟିସର ଚିକିତ୍ସା (3:12) ଆପେଣ୍ଡିସାଇଟିସ୍ ରୋକିବା ପାଇଁ କ’ଣ କରିବେ? (4:05) ଆପେଣ୍ଡିକ୍ସ ସର୍ଜରୀ ପରେ ସାବଧାନତା (4:52) ଆପେଣ୍ଡିସାଇଟିସ୍ ହୋଇଥିଲେ କ’ଣ ଖାଇବେ ନାହିଁ? (6:09) ଡାକ୍ତରଙ୍କ ପରାମର୍ଶ (7:12) The appendix is a vestigial part of our body that is located in the large intestines. If there is an inflammation in the appendix, it is called appendicitis. What are the symptoms of appendicitis? How is it treated? Let us find out from Dr Sushant Kumar Sethi, a Gastroenterologist & Hepatologist. In this video, What is Appendicitis? (0:00) Symptoms of Appendicitis (1:02) Causes of Appendicitis (1:45) Diagnosis of Appendicitis (2:29) Treatment of Appendicitis (3:12) Prevention of Appendicitis (4:05) Precautions after Appendix surgery (4:52) What to eat if you have Appendicitis? (6:09) Doctor's Advice (7:12) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!