ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରା ଯିବା କଥା ଶୁଣି କାନ୍ଦିଲେ ଗୋପପୁରବାସୀ! ଅଜିତ ଦାଶଙ୍କ ହୃଦୟସ୍ପର୍ଶୀ ପ୍ରବଚନ
Only Parayana
0:00 / 0:00
ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରା ଯିବା କଥା ଶୁଣି କାନ୍ଦିଲେ ଗୋପପୁରବାସୀ! ଅଜିତ ଦାଶଙ୍କ ହୃଦୟସ୍ପର୍ଶୀ ପ୍ରବଚନ
3 215 просмотров · 7 ч назад
Only Parayana
38,5 тыс. подписчиков
3 215 просмотров · 7 ч назад
🙏 ଜୟ ଶ୍ରୀକୃଷ୍ଣ 🙏
ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରା ଯିବା କଥା ଶୁଣି ଗୋପପୁରବାସୀଙ୍କ ଆଖିରୁ ଝରିଲା ଲୁହ। 😢 ମାତା ଯଶୋଦା, ଗୋପୀ ଓ ଗୋପାଳମାନଙ୍କ ହୃଦୟରେ ଭରିଗଲା ଅସହ୍ୟ ଦୁଃଖ।
ଶ୍ରୀକୃଷ୍ଣଙ୍କ ଗୋପପୁର ତ୍ୟାଗର ଏହି ହୃଦୟସ୍ପର୍ଶୀ ପ୍ରସଙ୍ଗକୁ ଅତି ସୁନ୍ଦର ଭାବରେ ପ୍ରବଚନ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ପଣ୍ଡିତ ଅଜିତ କୁମାର ଦାଶ।
ଭକ୍ତିଭାବରେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
🙏 ଜୟ ଶ୍ରୀକୃଷ୍ଣ 🙏
#OnlyParayana #PanditAjitKumarDash #OdiaPravachan #ShreeKrishna #KrishnaLeela #Gopapur #MathuraGamana #MaaJasoda #OdiaBhagabata #BhaktiPravachan #OdiaBhakti #KrishnaBhajan #SanatanaDharma #OdiaYouTube