ବିଧାୟକଙ୍କ ପୁଅ ସମର୍ଥିତ ପ୍ରାର୍ଥୀଙ୍କୁ ,ଜିତାଇବା ପାଇଁ ଚାପ ପକାଉଛନ୍ତି Protest in college gate, Aska ,Ganjam
Pratidin TV
0:00 / 0:00
ବିଧାୟକଙ୍କ ପୁଅ ସମର୍ଥିତ ପ୍ରାର୍ଥୀଙ୍କୁ ,ଜିତାଇବା ପାଇଁ ଚାପ ପକାଉଛନ୍ତି Protest in college gate, Aska ,Ganjam
1 265 просмотров · 8 ч назад
Pratidin TV
1,77 млн подписчиков
1 265 просмотров · 8 ч назад
ବିଧାୟକଙ୍କ ପୁଅ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚାପ ପକାଉଛନ୍ତି ! ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି। ଆସିକା ବିଧାୟକ ଏବଂ ତାଙ୍କ ପୁଅଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ। କଲେଜ ଗେଟ୍ ଆଗରେ ବିକ୍ଷୋଭ, ନାରାବାଜି। ଛାତ୍ରୀ ସଂସଦ ନିର୍ବାଚନକୁ ନେଇ ଆସିକା ନିରଞ୍ଜନ ମହିଳା କଲେଜରେ ଉତ୍ତେଜନା। ଶତାଧିକ ଛାତ୍ରୀ କଲେଜ ଗେଟ୍ ବନ୍ଦ କରି ଧାରଣାରେ ବସିଛନ୍ତି। ସିଧା ଅଭିଯୋଗ - କଲେଜ ପରିଚାଳନା ଏବଂ ନିର୍ବାଚନରେ ବିଧାୟକ ଅଯଥା ହସ୍ତକ୍ଷେପ କରୁଛନ୍ତି। ବିକ୍ଷୋଭକାରୀ ଛାତ୍ରୀଙ୍କ ଅଭିଯୋଗ - ବିଧାୟକଙ୍କ ପୁଅ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚାପ ପ୍ରୟୋଗ ହେଉଛି। ବିରୋଧ କଲେ ଧମକ ମିଳୁଛି। ଏପରିକି ବାହାରୁ ପିଲା ଆଣି କ୍ୟାମ୍ପସରେ ଆତଙ୍କ ଖେଳାଯାଉଛି। Protest in front of college gate, Aska ,Ganjam #ganjam #student #protest
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha