ଡିଜେ ନ ବାଜିଲେ ଭସାଣି କେମିତି କରିବୁ , ଏଇଠି ବସିଲୁ ଉଠିବୁନି l Villagers Protest against ban on DJ ,Bhadrak
Pratidin TV
0:00 / 0:00
ଡିଜେ ନ ବାଜିଲେ ଭସାଣି କେମିତି କରିବୁ , ଏଇଠି ବସିଲୁ ଉଠିବୁନି l Villagers Protest against ban on DJ ,Bhadrak
739 просмотров · 6 ч назад
Pratidin TV
1,77 млн подписчиков
739 просмотров · 6 ч назад
ଡିଜେ ନ ବାଜିଲେ ଭସାଣି କେମିତି କରିବୁ , ଏଇଠି ବସିଲୁ ଉଠିବୁନି l ଭସାଣି ଶୋଭାଯାତ୍ରା ରେ ଡିଜେ ବନ୍ଦ ର ପ୍ରତିବାଦ ରେ ରାସ୍ତା ରୋକ୍ । ଭଦ୍ରକ ସହରାଞ୍ଚଳ ଥାନା ଓ ପୁରୁଣା ବଜାର ଥାନା ଅଧୀନ ଦୁଇ ଅଞ୍ଚଳ ରେ ଦୁଇ ଟି ମେଢ଼ ର ଭସାଣି ଥିଲା । କୁଆଁସ ଠାରୁ ବାବା କାଞ୍ଚନ ଗଣେଶ ଓ ଗଜାନନ ଗଣେଶ ଙ୍କ ମେଢ଼ ବିସର୍ଜନ ଥିଲା । ଏହି ବିସର୍ଜନ ଶୋଭାଯାତ୍ରା ପାଇଁ ଡିଜେ ସହ ବହୁ ସାଂସ୍କୃତିକ ଅନୁଷ୍ଠାନ ଆସିଥିଲେ । କିନ୍ତୁ ଡିଜେ କୁ ଶୋଭାଯାତ୍ରା ରେ ସାମିଲ ପାଇଁ ପୋଲିସ ବାରଣ କରିବା ପରେ ଉତ୍ତେଜନା ଦେଖା ଦେଇଛି । ଗତକାଲି ଗଣେଶ ଙ୍କ ବିସର୍ଜନ ରେ ଡିଜେ ବାଜିଥିବା ବେଳେ ଏହି ଦୁଇ ମେଢ଼ ଜିଦି ରେ ଅଡି ରହିବା ସହ କୁଆଁସ ଓ କଦମବେଡା ଠାରେ ରସ୍ତା ରୋକ୍ କରିଚନ୍ତି ସ୍ଥାନୀୟ ଲୋକେ । ଏମିତି କି ଠାକୁର ଙ୍କୁ ବିସର୍ଜନ କରିବେ ନାହିଁ ବୋଲି କହିଛନ୍ତି । Villagers Protest against ban on DJ ,Bhadrak
#DJRestrictionProtest
#BhadrakProtest
#ganeshpujabhasani
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha