Перейти к содержимому

SARU PATARE PANI AE JIBANA..|| LYRICIST & SINGER : SURAJ SINGH || UPLOADED BY KT SURENDRA |

KTS MUSIC

0:00 / 0:00

SARU PATARE PANI AE JIBANA..|| LYRICIST & SINGER : SURAJ SINGH || UPLOADED BY KT SURENDRA |

988 525 просмотров · 7 л. назад
KTS MUSIC
17,8 тыс. подписчиков
988 525 просмотров · 7 л. назад
Song Credits: Singer & Lyrics : Suraj Singh All credit goes to the song's woner, producers, lyricists, composers & singers. I offer my heart full gratitude towards them for making available this beautiful song.. ସାରୁ ପତରେ ପାଣି , ଏ ଜୀବନ ( ୨ ଥର ) ସୁଲ୍ ସୁଲ୍ ହେଇ ଧିରେ ପବନ୍ ମାରୁଛେ , କେତେବେଳେ ବୁଡ଼ିଯିମା ଜାଣି ନେଇ ହେଉଛେ ଢୁଲ୍ ଢୁଲ୍ ହେଇ ପତରେ ପାଣି ହଲୁଛେ କେତେବେଲେ ପଡ଼ିଯିମା ଜାଣି ନେଇ ହେଉଛେ ସାରୁ ପତରେ ପାଣି ଏ ଜୀବନ.. ------------------------------------------------------------------------- ଭାବୁଛୁ କେ ତୁଇ ମରିଗଲେ ଗଲା ମରିଗଲେ ମୁନୁଷର୍ ଦିନ୍ ସରିଗଲା ନାଇ ନାଇ ନାଇରେ ବୁଆ ନାଇରେ ମୁନୁଷର୍ ଦିନ୍ ସରେ ନାଇରେ ନାଇ ନାଇ ନାଇରେ ବୁଆ ନାଇରେ ଆତ୍ମାର୍ କେବେ ମରଣ୍ ନାଇରେ ସାରୁ ପତରେ ପାଣି ଏ ଜୀବନ.. ------------------------------------------------------------------------ ସ ପଥେ ଯେ ଥିଲା , ମଲେ କାଣା ହେଲା ତାର ଆତ୍ମା ଗଲା , ସ୍ଵର୍ଗେ ବାସ କଲା ପାପିର ଆତ୍ମା ନରକେ , ଛଟପଟ ହେବା କେତେ ଦୁଃଭାଗ୍ୟ ପାପି ଜୀବନ ରହିଥିବା ଚିରଦିନ ସାରୁପତରେ ପାଣି , ଏ ଜୀବନ ... ------------------------------------------------------------------------ ଆତମାର ଥାନ ଅଛେ ଦୁଇ ଜାଗା , ଗୋଟେ ସରଗ ଆଉ ଗୋଟେ ନରକ ନରକ ସୟତାନର ସରଗ ପ୍ରଭୁ ଯୀଶୁର ପଥ ମନୋନୀତ କର , କେନ୍ ଆଡେ ଯିବୁରେ ନର ସାରୁ ପତରେ ପାଣି ଏ ଜୀବନ.. L I K E , C O M M E N T , S U B S C R I B E & S H A R E Click on the link below for more songs ; #OdiaDevotionalgana #KtsMusic #Ktsurendra