ସ୍ତନ କର୍କଟ - ନିଜେ କେମିତି ଚିହ୍ନିବେ? | Dr Sanjib Kumar Mishra on Breast Self-Examination
Swasthya Plus Odia
0:00 / 0:00
ସ୍ତନ କର୍କଟ - ନିଜେ କେମିତି ଚିହ୍ନିବେ? | Dr Sanjib Kumar Mishra on Breast Self-Examination
262 537 просмотров · 5 л. назад
Swasthya Plus Odia
806 тыс. подписчиков
262 537 просмотров · 5 л. назад
#BreastCancer #CancerPrevention #OdiaHealthTips
ମହିଳାମାନଙ୍କଠାରେ ଦେଖାଦେଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ଭାରୀ ସାଙ୍ଘାତିକ। ଠିକ୍ ସମୟରେ ଏହାକୁ ଚିହ୍ନି ନପାରିଲେ ପରିସ୍ଥିତି ଜଟିଳ ହୋଇପାରେ। ତେଣୁ ପ୍ରାଥମିକ ଅବସ୍ଥାରେ ଏହାକୁ ଚିହ୍ନିବା ପାଇଁ ମହିଳାମାନେ ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ ଶିଖିବା ଉଚିତ୍। ତେବେ ସ୍ତନ କର୍କଟକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜିବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
କର୍କଟ ରୋଗ ବା କ୍ୟାନସର କ'ଣ? (0:00)
ସ୍ତନ କର୍କଟର ଲକ୍ଷଣ (0:37)
ସ୍ତନ କର୍କଟକୁ ନିଜେ କେମିତି ଚିହ୍ନିବେ? (1:28)
ପରୀକ୍ଷା ଦ୍ୱାରା କେମିତି ଚିହ୍ନିବେ ସ୍ତନ କର୍କଟ? (3:37)
ସ୍ତନ କର୍କଟର ନିରାକରଣ (5:38)
Breast cancer can be very dangerous in women. The situation can be complicated by not recognizing it in time. It is also life-threatening. So women should learn the technique of self-examination of their breasts to identify it in the early stages. So how do you self diagnose breast cancer? Let's find out what Dr Sanjib Kumar Mishra, a renowned Radiation Oncologist, has to say.
In this video,
What is Breast Cancer? (0:00)
Symptoms of Breast Cancer (0:37)
How to Self Examine Breast? (1:28)
Diagnosis of Breast Cancer (3:37)
Prevention of Breast cancer (5:38)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!