Перейти к содержимому

ଡାଇବେଟିସ୍ ରୋଗୀଙ୍କୁ ଚୁଡା ଖାଇବା ମନା କାହିଁକି ? Dr Chandan Patra / KHUSI DIABETES CARE

KHUSI DIABETES CARE

0:00 / 0:00

ଡାଇବେଟିସ୍ ରୋଗୀଙ୍କୁ ଚୁଡା ଖାଇବା ମନା କାହିଁକି ? Dr Chandan Patra / KHUSI DIABETES CARE

26 966 просмотров · 2 года назад
KHUSI DIABETES CARE
224 тыс. подписчиков
26 966 просмотров · 2 года назад
#poha #poharecipes #chandanpatra #drchandan #drchandankumarpatra #diabetes #diabetologist #diabeticdiet #diabeticrecipes #diabeticreversaldiet #diabeticfood #chuda #chudachhotua #chudaupama #benefitsofpoha #chudaraupakarita #diabetesdoctor #odiadiabetesdoctor #odiadiabeteschannel #odiayoutuber #odiayoutubechannel #odiayoutubevideo #sugardoctor #anthrocianine #flavenoids #antioxidants #diabetestreatment #diabetesmanagement #dr_chandankumar #diabetescare #khusi #dishi #dishidiagnosticcentre #pathkind #poha_in_diabetes #diabetes_and_poha ‪@khusidiabetescare27‬ ଡ଼ା ଚନ୍ଦନ କୁମାର ପାତ୍ର , ଜଣେ ସୁନାମଧନ୍ୟ ଡାଇବେଟିସ୍ ବିଶେଷଜ୍ଞ। ଉଚ୍ଚ ଶିକ୍ଷା ସମାପ୍ତ କରିସାରିବା ପରେ ସେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଥିଲେ । କିନ୍ତୁ ବାପା ଓ ମାଆଙ୍କ ଉପଦେଶ ଅନୁଯାୟୀ ସେ ନିଜ ରାଜ୍ୟ ଓଡ଼ିଶାକୁ ଫେରିଆସିଲେ ଏବଂ ବିଭିନ୍ନ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟ ଆରମ୍ଭ କଲେ । ଭୁବନେଶ୍ଵର ସ୍ଥିତ ନିଜସ୍ଵ କ୍ଲିନିକ୍ ରେ ପ୍ରତିଦିନ ଚିକିତ୍ସା କରିବା ସହିତ, ରୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡ଼ା ପାତ୍ର , ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଲିନିକ୍ କରି ମାସକୁ ଥରେ ଲେଖାଏଁ ଯାଇ ଚିକିତ୍ସା କରୁଛନ୍ତି । Dr Chandan Kumar Patra ( Consultant Diabetologist ) MBBS , FCC (Medicine) , CCEBDM - IDF & PHFI (Delhi) , FID (Diabetology) , PGDip (Endocrinology & Diabetes)- RCP, London After completing his higher studies, Dr Patra was associated with Apollo Hospital, Delhi. With the advice of his parents, he came back to his own state ODISHA. Now he is associated with SPARSH Hospital, Bhubaneswar as visiting Consultant Diabetologist. With the request of public, Dr Patra is doing Outstation Clinic ( Once in a Month ) in the different areas of Odisha, to provide Health Service to the Public. ଆମ କ୍ଲିନିକ୍ " ଖୁସି ଡାଇବେଟିସ୍ କେଆର୍ " , ଭି ଏସ୍ ଏସ୍ ନଗର , ଭୁବନେଶ୍ୱର ରେ ଅବସ୍ଥିତ। ଏଠାରେ ଡାଇବେଟିସ୍, ବ୍ଲଡ୍ ପ୍ରେସର୍, କଲେଷ୍ଟ୍ରୋଲ୍ , ଥାଇରଏଡ଼୍ ଇତ୍ୟାଦିର ଚିକିତ୍ସା କରାଯାଏ । ଆମ ପାଥୋଲୋଜି " ଦିଶି ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ " ରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯାଏ । ପରାମର୍ଶ ପାଇଁ ଯୋଗାଯୋଗ କରନ୍ତୁ :- ଫୋନ୍ : ୯୯୩୭୪୪୫୪୪୫ ( ଦିବା ୪ଟା ରୁ ୫ଟା ମଧ୍ୟରେ ) ପରାମର୍ଶ ସମୟ :- ସକାଳ ( ସୋମବାର ରୁ ଶୁକ୍ରବାର )- ୯ : ୩0 ମି ରୁ ୧୧ : ୩0 ମି ସନ୍ଧ୍ୟା ( ସୋମବାର ରୁ ଶନିବାର )- ୬ : ୩0 ମି ରୁ ୯ : 00 ମି ଗୁଗଲ୍ ମ୍ୟାପ୍ ରେ କ୍ଲିନିକ୍ ଠିକଣା ପାଇଁ ନିମ୍ନ ଲିଙ୍କ୍ କୁ ଛୁଅଁନ୍ତୁ ... 👇👇👇 https://g.co/kgs/xPkXBQ ଧନ୍ୟବାଦ୍ 🙏🙏🙏 Our Clinic "KHUSI DIABETES CARE" is a One Roof Destination for treatment of DIABETES, THYROID, BLOOD Pressure and Cholesterol disorders. We do all Blood Tests in our Pathology " DISHI DIAGNOSTIC CENTRE ", in collaboration with Pathkind Lab. You can get the Appointment for treatment by calling our Clinic Mobile no - 9937445445 ( Please call between 4 PM to 5 PM ) Our Clinic Address : KHUSI DIABETES CARE Vss Nagar ( Near Water Tank ) , Bhubaneswar. Consultation Time :- Morning ( Mon to Fri ) 9:30 AM to 11:30 AM Evening ( Mon to Sat ) 6:30 PM to 9 PM You can get our Clinic Address from the below Google Map Link ... 👇👇👇 https://g.co/kgs/xPkXBQ Thanks 🙏🙏🙏 Follow Us On... Facebook:   / khusi_diabetes_care   Instagram:   / khusidiabetescare27   Website: https://www.khusidiabetescare.co.in For any business enquiries, please contact : Call / WhatsApp - 9937445445 Email ID - khusidiabetescare@gmail.com