ଏତେ ଡ୍ରେସ୍ ଭିତରୁ ଶେଷରେ କ’ଣ ବାଛିଲୁ? 👗👀 ଦୋକାନୀ ଏତେ Discount ଦେଲେ? 😱
Sandhyarani Nayak
0:00 / 0:00
ଏତେ ଡ୍ରେସ୍ ଭିତରୁ ଶେଷରେ କ’ଣ ବାଛିଲୁ? 👗👀 ଦୋକାନୀ ଏତେ Discount ଦେଲେ? 😱
91 просмотр · 17 ч назад
Sandhyarani Nayak
2,54 тыс. подписчиков
91 просмотр · 17 ч назад
😍🛍️ Hello Everyone, Welcome Back to My Channel! ❤️
ଆଜିର ଏହି Full Vlog ରେ ମୁଁ ଆଉ ମୋ ସାଙ୍ଗ ମିଶିକି ଯାଇଥିଲୁ Sangam ରେ Dress Shopping କରିବା ପାଇଁ। 👗✨
ସେଠାରେ ଆମେ ବହୁତ ଗୁଡ଼ିଏ ଡ୍ରେସ୍ ଦେଖିଲୁ, Salesperson ଙ୍କ ସହ କଥା ହେଲୁ, କେଉଁ ଡ୍ରେସ୍ ଆମକୁ ପସନ୍ଦ ଆସୁଛି ସେସବୁ ଦେଖିଲୁ। ଶେଷରେ ଆମକୁ ପସନ୍ଦ ଆସିଲା ମାତ୍ର ୨ଟି ଡ୍ରେସ୍! 😍❤️
ତା’ପରେ କେମିତି Billing କଲୁ ଆଉ Shopping ସାରି କେମିତି ବାହାରକୁ ଆସିଲୁ, ସେସବୁ ମଜାଦାର Moments ଏହି Vlog ରେ ଦେଖିବାକୁ ମିଳିବ। 🛍️💕
ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ କମେଣ୍ଟ କରି ଜଣାନ୍ତୁ ଆପଣଙ୍କୁ କେଉଁ ଡ୍ରେସ୍ ଭଲ ଲାଗିଲା! 😍
🙏 ଭିଡ଼ିଓଟି ଭଲ ଲାଗିଲେ Like, Comment, Share କରନ୍ତୁ ଏବଂ ମୋ Channel କୁ Subscribe କରି ମୋତେ Support କରନ୍ତୁ। ❤️
Thank you so much for your love and support! 🥰
#OdiaVlog #ShoppingVlog #DressShopping
#OdiaVlog #OdiaYouTuber #ShoppingVlog #DressShopping #SangamShopping #OdiaFullVlog #ShoppingWithFriend #DailyVlog #OdiaLifestyle #ShoppingHaul #OdiaBlogger #FriendshipVlog #VlogLife #IndianShopping #FullVlog