Перейти к содержимому

ANUTAPA | ଅନୂତାପର ଲୁହ | ANURADHA PANIGRAHI | PRASAD LIMA MUSIC OFFICIAL VIDEO | 4K

PRASAD LIMA MUSIC

0:00 / 0:00

ANUTAPA | ଅନୂତାପର ଲୁହ | ANURADHA PANIGRAHI | PRASAD LIMA MUSIC OFFICIAL VIDEO | 4K

245 348 просмотров · 5 лет назад
PRASAD LIMA MUSIC
63,2 тыс. подписчиков
245 348 просмотров · 5 лет назад
A Odiya christian Devotional Song........ FOR BETTER SOUND EXPERIENCE " USE HEADPHONES " Full Video...... ଅନୂତାପର ଲୁହ ନେଇ.......... ANUTAPARA LUHA NEI ............ A.... Odia Christian Devotional Song Singer : ANURADHA PANIGRAHI Music / Lyrics : PRASAD LIMA Arrangements / Programming : SUBHAM SAMAL Flute : Praffula ( Banglore ) Recording : Eng B.K. Mahanty (Studio S.B. Record INN ) Video Credits..... Cast : ANURADHA PANIGRAHI D.O.P / Camera : Eng B.K. Mahanty (Studio S.B. Record INN ) Editing: : Eng B.K. Mahanty (Studio S.B. Record INN ) Special thanks: Rev Pastor Pramod Guru( Spl Guidence ) and Bro. Sishir Lima ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏 ୧ . ମହାମହିମ ରାଜନ ହେଯିଶୁ ମୋର (ହ୍ୟୁମାନ ସାଗର)    • MAHA MAHIMA RAJANA | ମହାମହିମ ରାଜନ | HUMAN ...   ୨ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )    • APASORA | ଅପାସୋରା ସେ ପ୍ରେମ |  HUMAN SAGAR ...   ୩ . ଆସଗୋ ଯିବା ସିୟୋନର ପଥେ (ମଣ୍ଟୁ ଛୁରିଆ)    • ଆସଗୋ ଯିବା | ASOGO JIBA | |MANTU CHURIYA | ...   ୪ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)    • NIRABE KANDICHHI | ନୀରବେ  କାନ୍ଦିଛି  |  DEE...   ୫ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)    • ମୋ ଓଠରେ | MO OTHARE  | ANURADHA & PRIYANSH...   ୬ . Eye Watan/ ଏୟ ୱାତନ୍ ( Human Sagar)    • AYE WATAN | ऐ  वतन  | HUMAN SAGAR & ANURAD...   ୭ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )    • HE MANA  |  ହେ ମନ ମୋର  |  AMIT PANI  | PRA...   ୮. ତୁମ ପରଶ.... (ଅମିତ୍ ପାଣି )    • TUMA PARASHA | ତୁମ ପରଶ | AMIT PANI | PRASA...   ୯ . ଅନୁତାପ ର ଲୁହ ନେଇ .....( ଅନୁରାଧା ପାଣିଗ୍ରାହୀ )    • ANUTAPA | ଅନୂତାପର ଲୁହ | ANURADHA PANIGRAHI...   ୧୦ . ପାପେ ନାଇ ବିତା ସେ ଜୀବନ....... ( ବିଦ୍ୟୁତ୍ ଭାତ୍ରା )    • PAPE NAI  |  ପାପେ ନାଇ  |  BIDYUT BHATRA | ...   ୧୧ . କାଏ ମନ୍ତର୍ କଲାହୋ...... ( ବିଦ୍ୟୁତ୍ ଭାତ୍ରା )    • କାଏ ମନ୍ତର କଲା | KAI MANTOR | NEW CHRISTIAN...   ୧୨ . ପଥହରା ପଥିକ........ ( ଜୁନସ୍ ଗାଣ୍ଟା )    • PATHA HARA  |  ପଥହରା  | JUNASH GANTA | PRA...   ୧୩ . ଚରଣେ ଶରଣ...... ( କୁମାର ବାପି )    • ଶରଣ  |  SARANA  |  KUMAR BAPI  | PRASAD LI...   ୧୪ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ). ( ତପୁ ମିଶ୍ର )    • SUBHA SHAAM  |  सुबह साम  |  TAPU MISHRA |...   ୧୫ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)    • DIL MAIN AA | दिलमैं आ | TAPU MISHRA | PRA...   ୧୬. କରତେ ହେଁ ଅର୍ପନ୍ ( ହିନ୍ଦୀ ) ... ( ଅନୁରାଧା ପାଣିଗ୍ରାହୀ )    • ARPAN  | अरपन l  | ANURADHA PANIGRAHI | PR...   #New AnuradhaPanigrahiSongs #NewChristmasSongs #NewYearSongs2021 #BestHindiChristianSongs #PrasdLimaMusic #Kumar Bapi Songs #LatestOdiaChristianSongs #LatestHindiChristianSongs #HindiSongs #Gospelsongs #IndianDevotionalSongs #JesusSongs #ChristianSongs #WorshipSongs #HolySpiritSongs #AmitPaniNewSongs New Odia christian Devotional Songs New Odia christian Devotional album New Odia christian video album ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ପବିତ୍ର ନାମ ନେଇ ସମସ୍ତଙ୍କୁ " PRASAD LIMA MUSIC " ତରଫରୁ ପ୍ରେମଭରା ନମସ୍କାର ଜ୍ଞାପନ କରୁ...... ପବିତ୍ର ଧର୍ମଶାସ୍ତ୍ର ବାଇବଲ ରେ ପରମେଶ୍ବର ଆମ୍ଭମାନଙ୍କୁ ଚେତନା ପ୍ରେରଣା ଦିଅନ୍ତି ଯେ ...... ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ କେହିବି ଧାର୍ମିକ ବ୍ୟକ୍ତି ନାହାଁନ୍ତି । କିନ୍ତୁ ସମସ୍ତ ଅଧାର୍ମିକ ମନୁଷ୍ୟ ମନ ପରିବର୍ତନ କରି ପାପରୁ ଫେରୁ ଏହା ପରମେଶ୍ବରଙ୍କ ଇଚ୍ଛା ଅଟେ । ତେବେ ଆସନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ ତଥା ଅନେକଙ୍କ ଜୀବନରେ ମନ ପରିବର୍ତ୍ତନ ନଉଦ୍ଧେଶ୍ୟରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀଙ୍କ ମଧୁର କଣ୍ଠରେ ଗାଇଥିବା ଏଇ ସୁନ୍ଦର ନୂତନ ସଙ୍ଗୀତ ର ଗୁଛ ଉପହାର ସଦୃଶ୍ୟ ଭେଟି ଆଣି ଦେଉଛୁ..... ଆଶା କରୁଛୁ ଏଇ ଗୀତ ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା.................. ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରନ୍ତୁ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............ଧନ୍ୟବାଦ ଆପଣଙ୍କ ପ୍ରେମର ଭାଇ...... ପ୍ରସାଦ ଲିମା, ରାୟଗଡ଼ା ଏହି ଭିଡିଓ ଟି " PRASAD LIMA MUSIC " ଙ୍କର ନିଜସ୍ୱ Proporty ଅଟେ । ଏଣୁ ଦୟାକରି Channel Owner ଙ୍କ ବିନା ଅନୁମତିରେ ପୁଣିଥରେ ଏହି Audio କିମ୍ବା Video କୁ Re - Upload ଦୟାକରି କରନ୍ତୁ ନାହିଁ , ଆମକୁ ସହଯୋଗ କରନ୍ତୁ ଧନ୍ୟବାଦ୍।