ସ୍ଵୟଂଭୂ | SWAYAMBHU | ANURADHA PANIGRAHI | NEW OFFICIAL CHRISTIAN DEVOTIONAL SONG|PRASAD LIMA MUSIC
PRASAD LIMA MUSIC
0:00 / 0:00
ସ୍ଵୟଂଭୂ | SWAYAMBHU | ANURADHA PANIGRAHI | NEW OFFICIAL CHRISTIAN DEVOTIONAL SONG|PRASAD LIMA MUSIC
53 913 просмотров · 2 года назад
PRASAD LIMA MUSIC
63,2 тыс. подписчиков
53 913 просмотров · 2 года назад
FOR BETTER SOUND CLARITY
" USE HEADPHONES "
NEW OFFICIAL VIDEO ......
ସ୍ଵୟଂଭୂ ............
SWAYAMBHU ............
ଗୀତ ର ସଂପୂର୍ଣ୍ଣ ଲେଖା -:
ଆ.... ଆ...... ଆ
ସା ସା ନି ନି ସାରେ ସାରେ ....
ସା ସା ନି ନି ସାରେ ସାରେ ......
ପାମା ଧାପା ମାଗା ମାରେ .....
ଗାରେ ସାନି ସା.....
ସା ସା ନି ନି ସାରେ ସାରେ ....
ସା ସା ନି ନି ସାରେ ସାରେ ......
ଗାମା ନିପା ମାଗା ମାରେ....
ଗାରେ ସାନି ସା.....
ସେ..... କ୍ଷମା ସେ .... ଶାନ୍ତି ସେ ... ପ୍ରେମ ସେ ... ସତ୍ୟ (୨)
ସେ ଅନାଦି ସେ ଅନନ୍ତ ସେ ପ୍ରାରମ୍ଭ ସେ ଯେ ଶେଷ
ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦାକାଳ
୦ -
ପରିତ୍ରାଣକ ଧର୍ମ ଗୁଣରେ ମୋତେ ସେ ଉଦ୍ଧାରନ୍ତି
ଦୃଢ଼ ଶୈଳ ଓ ଢାଲ ହୋଇ ସେ ମୋତେ ମୁକ୍ତ କରାନ୍ତି (୨ଥର)
ସତ୍ୟମୟ ମୋ ପରମେଶ୍ବର .... ଯିହୋବା ସଦାପ୍ରଭୁ ନାମ ତାଙ୍କ...
ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦା କାଳ
୧ -
ପ୍ରତିପାଳକ ହୋଇ ସର୍ବଦା ଧର୍ମ ପଥେ ନିଅନ୍ତି
ତାଙ୍କ ପାଞ୍ଚାଣ ଓ ବାଡି ମୋତେ ଶାନ୍ତ୍ବନା ପ୍ରଦାନନ୍ତି (୨ ଥର)
ମଙ୍ଗଳ ଓ ଦୟା ମୋ ପଶ୍ଚ୍।ତ୍ ଗାମୀ .... ମୋ ସାକ୍ଷାତ ରେ ସେ ମୋ ସହବର୍ତ୍ତି
ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦା କାଳ
୨ -
AUDIO CREDITS :-
Music Banner : PRASAD LIMA MUSIC
Singer : ANURADHA PANIGRAHI
Lyrics / Music : PRASAD LIMA
Music Scoring by : SUBHAM SAMAL ( BAPI)
Recording at : Studio S B RECORD INN (Rayagada)
Recording & Mastering by : BYOMKESH MOHANTY
VIDEO CREDITS :-
In Frame : ANURADHA
D.O.P / Camera : BYOMKESH MOHANTY
Editing: : BYOMKESH MOHANTY
Project Manager : SISIR LIMA
Thumbnail designed by : PARSURAM SAGARIA
ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ପ୍ରେମଭରା ନମସ୍କାର ......🙏🙏
ସେ ଅନାଦି ........ସେ ଅନନ୍ତ ..... ଏବଂ ସେ ସ୍ଵୟଂଭୂ ପରମେଶ୍ବର ଅଟନ୍ତି । ଆଉ ତାଙ୍କ ପବିତ୍ରତା ଏବଂ ତାଙ୍କ ଐଶ୍ୱରିକତା ଆମ୍ଭମାନଙ୍କୁ ପରିଚୟ ଦେଇଥାଏ ଯେ ସ୍ଵୟଂଭୂ ପରମେଶ୍ବର ଅନ୍ଧକାରରେ ଚାଲୁଥିବା ପ୍ରତ୍ୟୋକ ଲୋକଙ୍କ ଜୀବନରେ ଆଲୋକ ଆଣିବେ ଏବଂ ପ୍ରଚୁର ପରିମାଣରେ ନୂତନ ଜୀବନ ସହ ଅନନ୍ତ ଜୀବନରେ ଭରି ଦେବେ ......
ତେବେ ଆସନ୍ତୁ ଏହି ସୁନ୍ଦର ହୃଦୟସ୍ପର୍ଶୀ ଗୀତ ମାଧ୍ୟମରେ ପ୍ରଭୁଙ୍କ ନିକଟତର ହେବା ପାଇଁ ପ୍ରଚେଷ୍ଟା କରୁ .....🙏
ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଆମେନ୍
#ସ୍ଵୟଂଭୂ
#SWAYAMBHU
#AnuradhaPanigrahi
#PrasdLimaMusic
#PrasdLimaMusic
#NewChristianSong
#DeeptiRekhaSong
#ShashankSekharSong
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewAmitPaniChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum