Перейти к содержимому

ସିଧା ଧୋଇଦେଲେ ବିରଞ୍ଚି ବିଜେଡି ଚୁପ୍ | Odisha Reporter

Odisha Reporter

0:00 / 0:00

ସିଧା ଧୋଇଦେଲେ ବିରଞ୍ଚି ବିଜେଡି ଚୁପ୍ | Odisha Reporter

5 213 просмотров · 8 ч назад
Odisha Reporter
2,99 млн подписчиков
5 213 просмотров · 8 ч назад
BCJD ଛାତ୍ରନେତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପ୍ରସଙ୍ଗରେ ବିଜେପି ରଖିଲା ପ୍ରତିକ୍ରିୟା। ଓଡ଼ିଶାର ଅଧିକ କଲେଜରେ ABVP ବିଜୟୀ ହୋଇଥିବା ଦାବି କରିଛି ବିଜେପି। ନବୀନ ପଟ୍ଟନାୟକଙ୍କୁ ଛାତ୍ରନେତାମାନେ ଭେଟିବା ତାଙ୍କର ବ୍ୟକ୍ତିଗତ ବିଷୟ ବୋଲି କହିବା ସହ ଛାତ୍ର ଓ ଯୁବଗୋଷ୍ଠୀ ବିଜେପି ସହ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। #BCJD #BJD #BJP #ABVP #NaveenPatnaik #StudentElection #CollegeElection #OdishaPolitics Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter