Перейти к содержимому

ରାତିରେ ଉତ୍ପାତ ଦେଖାଇବ ଅର୍ଣ୍ଣବ ! || Odisha Weather Alert || Very Heavy Rain Ahead || Odisha Reporter

Odisha Reporter

0:00 / 0:00

ରାତିରେ ଉତ୍ପାତ ଦେଖାଇବ ଅର୍ଣ୍ଣବ ! || Odisha Weather Alert || Very Heavy Rain Ahead || Odisha Reporter

63 275 просмотров · 5 ч назад
Odisha Reporter
2,99 млн подписчиков
63 275 просмотров · 5 ч назад
‘ଅର୍ଣ୍ଣବ ’ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଅତି ଭୀଷଣ ବର୍ଷା ସହ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବ। ଏହି ସମୟରେ ପବନର ବେଗ ବଢ଼ିବ। ଗୋପାଳପୁରରୁ ଗଞ୍ଜାମ ମାଲକାନଗିରିରୁ ନବରଙ୍ଗପୁର ସବୁଠି ପବନର ବେଗ ପ୍ରାୟ ଘଣ୍ଟାକୁ ୭୦ କିମି ବେଗ ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। #CycloneArnab #OdishaWeather #HeavyRainfall #OdishaCycloneAlert #Ganjam #Malkangiri #Nabarangpur #Gopalpur Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter