Перейти к содержимому

ବିଧବା ହେବିନି, କି ସ୍ବାମୀ ମୁହଁ ଆଉ କେବେ ଚାହିଁବିନି!Panchimaa Mohapatra story of Sanjeevani Old age home.

Pratidin TV

0:00 / 0:00

ବିଧବା ହେବିନି, କି ସ୍ବାମୀ ମୁହଁ ଆଉ କେବେ ଚାହିଁବିନି!Panchimaa Mohapatra story of Sanjeevani Old age home.

251 825 просмотров · 10 месяцев назад
Pratidin TV
1,76 млн подписчиков
251 825 просмотров · 10 месяцев назад
ବିଧବା ହେବିନି, କି ସ୍ବାମୀ ମୁହଁ ଆଉ କେବେ ଚାହିଁବିନି ! କିଛି ଅକୁହା କଥା ରହିଛି ମନ ଭିତରେ ଚାହିଁଲେ ବି କହି ପାରୁନାହାନ୍ତି କ୍ୟାମେରା ସାମ୍ନା ପଚାରିଲେ ମାଉସୀ କହୁଛନ୍ତି ମତେ ଆଉ କିଛି ପଚାରନ୍ତୁ ନାହିଁ ମୁଁ ମୋ ନିଜ ଇଚ୍ଛା ରେ ଘର ଛାଡ଼ି ଆସି ବୃଦ୍ଧାଶ୍ରମ ରେ ରହିଛି । ପଞ୍ଚିମା ମହାପାତ୍ରଙ୍କ ଭାଗ୍ୟରେ ବୋଧେ ବିଧାତା ଲେଖି ଦେଇଛନ୍ତି ଦୁଃଖ, ପରିବାର ଠାରୁ ଅଲଗା ହେଇ ଏବେ ଆଶ୍ରମରେ ନେଇଛନ୍ତି ଆଶ୍ରୟ। କଥା ବାର୍ତ୍ତା ରୁ ଯେତିକି ଜାଣିଲୁ ମାଉସୀ ଙ୍କ ଗୋଡ଼ ଭଲ ନାହିଁ ଠିକ୍ ରେ ଚାଲି ବୁଲି ପାରନ୍ତିନି। ପରିବାର ରେ ବଡ଼ପୁଅ ସାନପୁଅ ସ୍ବାମୀ ସମସ୍ତେ ଅଛନ୍ତି ହେଲେ ମାଉସି ବୃଦ୍ଧାଶ୍ରମ ରେ କାହିଁକି କେଜାଣି ? Panchimaa Mohapatra story of Sanjeevani Old age home. #oldagehomevlogs #oldagehomes #SanjeevaniOldagehome Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha