Перейти к содержимому

ଆତ୍ମା ଛାଡିଯାଇଛି, ଆଉ ଘରକୁ ଯିବିନି,ଏଇଠୁ କୋକେଇ ଉଠିବ ! Sesha thikana ,old age home ,bbsr

Pratidin TV

0:00 / 0:00

ଆତ୍ମା ଛାଡିଯାଇଛି, ଆଉ ଘରକୁ ଯିବିନି,ଏଇଠୁ କୋକେଇ ଉଠିବ ! Sesha thikana ,old age home ,bbsr

113 457 просмотров · 10 месяцев назад
Pratidin TV
1,76 млн подписчиков
113 457 просмотров · 10 месяцев назад
ଆତ୍ମା ଛାଡିଯାଇଛି, ଆଉ ଘରକୁ ଯିବିନି,ଏଇଠୁ କୋକେଇ ଉଠିବ ! ଆଖିରେ ଲୁହ ମନ ରେ ଲୁହ ।। କିଛି ଅକୁହା କଥା ରହିଛି ମନ ଭିତରେ ଚାହିଁଲେ ବି କହି ପାରୁନାହାନ୍ତି କ୍ୟାମେରା ସାମ୍ନା ପଚାରିଲେ ମାଉସୀ କହୁଛନ୍ତି ମତେ ଆଉ କିଛି ପଚାରନ୍ତୁ ନାହିଁ ମୁଁ ମୋ ନିଜ ଇଚ୍ଛା ରେ ଘର ଛାଡ଼ି ଆସି ବୃଦ୍ଧାଶ୍ରମ ରେ ରହିଛି । କଥା ବାର୍ତ୍ତା ରୁ ଯେତିକି ଜାଣିଲୁ ମାଉସୀ ଙ୍କ ଗୋଡ଼ ଭଲ ନାହିଁ ଠିକ୍ ରେ ଚାଲି ବୁଲି ପରାନ୍ତିନି । ପରିବାର ରେ ବଡ଼ ପୁଅ ସାନ ପୁଅ ସ୍ବାମୀ ସମସ୍ତେ ଅଛନ୍ତି ହେଲେ ମାଉସି ବୃଦ୍ଧାଶ୍ରମ ରେ କାହିଁକି କେଜାଣି ? ପଚାରିଲେ ପୁଅ ବିପକ୍ଷ ରେ କିଛି ପଦେ କହୁ ନାହାନ୍ତି କି ଅପବାଦ ମଧ୍ୟ ଦେଉନାହାନ୍ତି ଖାଲି କହୁଛନ୍ତି ମତେ ଆଉ କିଛି ପଚାରନ୍ତୁନି ମାଡ଼ମ୍ ମୁଁ ଆଉ କିଛି କହିପାରିବିନି । Sesha thikana ,old age home ,bbsr #Seshathikana #oldagehome #bbsr #odisha Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha