ଦାୟିତ୍ୱରେ ଦବଙ୍ଗ ଡିସିପି ଫଇସଲା ଅନ୍ ଦ ସ୍ପଟ୍ | Odisha Reporter
Odisha Reporter
0:00 / 0:00
ଦାୟିତ୍ୱରେ ଦବଙ୍ଗ ଡିସିପି ଫଇସଲା ଅନ୍ ଦ ସ୍ପଟ୍ | Odisha Reporter
4 943 просмотра · 3 часа назад
Odisha Reporter
2,98 млн подписчиков
4 943 просмотра · 3 часа назад
ଦାୟିତ୍ୱରେ ଦବଙ୍ଗ ଡିସିପି ଫଇସଲା ଅନ୍ ଦ ସ୍ପଟ୍ | Odisha Reporter
ମୀନାଙ୍କ ଏକ୍ସିଟ୍ ପରେ ଏଣ୍ଟ୍ରି ମାରିଲେ ଡଃ ଶରଭଣା ବିବେକ ଏମ୍ । ସିଲ୍କ ସିଟି ପରେ ଏବେ ଟେମ୍ପୁଲ ସିଟି ଦାୟିତ୍ୱରେ ଏହି ଦବଙ୍ଗ ପୋଲିସ ଅଫିସର । ଜଗମୋହନ ମୀନାଙ୍କ ଇସ୍ତଫା ପରେ ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର୍ ଆଇପିଏସ ସର୍ବଣା ବିବେକ ଏମ୍ । ନୂଆ ଡିସିପିଙ୍କ ଆଗରେ ରହିଛି ନୂଆ ଚାଲେଞ୍ଜ । ଆଇନଶୃଙ୍ଖଳାରୁ ନେଇ ସାଇବର କ୍ରାଇମ, ଭିଭିଆଇପି ସୁରକ୍ଷାରୁ ନେଇ କମ୍ୟୁନିଟି ପୋଲିସିଂ ଏସୁବୁ ଫୋକସରେ ରହିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଡଃ ଶରଭଣା ବିବେକ ଏମ୍ ।
#odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #specialstory #specialpackage #comissioner #police #cp
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter