Перейти к содержимому

ଜାତି ପାଇଁ ଚାକିରୀ ମନା || Caste Discrimination Allegation in Balangir! || Odisha Reporter

Odisha Reporter

0:00 / 0:00

ଜାତି ପାଇଁ ଚାକିରୀ ମନା || Caste Discrimination Allegation in Balangir! || Odisha Reporter

1 943 просмотра · 4 часа назад
Odisha Reporter
2,98 млн подписчиков
1 943 просмотра · 4 часа назад
ଜାତି ପାଇଁ ଚାକିରୀ ମନା | Odisha Reporter ଅନୁସୂଚିତ ଜାତିର ଆବେଦନକାରୀଙ୍କୁ ଚାକିରୀ ମନା | ପୁଣି ଥରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧୂମାମାଲ ଗାଁରୁ ଆସିଛି ଏଭଳି ଜାତିଆଣ ଅଭିଯୋଗ | ଗାଁର ସ୍କୁଲରେ ଶିଶୁସେବିକା ପଦବୀ ପାଇଁ, ଆବେଦନ କରିଥିଲେ ଜ୍ଞାନଦେୟୀ ସୁନା | ଜ୍ଞାନଦେୟୀଙ୍କ ମତରେ.. ସେ ଚାକିରି ପାଇବା ପାଇଁ ଯୋଗ୍ୟ ଅଛନ୍ତି | କିନ୍ତୁ ଅନୁସୂଚିତ ଜାତିର ହୋଇଥିବାରୁ ନଅ ମାସ ହେଲା, ନିଯୁକ୍ତି ପତ୍ର ଦେଉନାହାନ୍ତି ପ୍ରଧାନ ଶିକ୍ଷକ ଓ ସ୍କୁଲ କମିଟି #odishareporter #odisha #ajirakhabar #ajiranews #trending #todaynews #khabar #bolangir #specialpackage #balangir #specialstory #job #goverment #empowerment #youth #cm #mohanmajhi Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter