Перейти к содержимому

ଆଜି ବି ଖାଉଛନ୍ତି ଆମ୍ବ ଟାକୁଆ || Dangaria Kandha || Rayagada || Niyamagiri || Help India Odisha

HELP INDIA ODISHA

0:00 / 0:00

ଆଜି ବି ଖାଉଛନ୍ତି ଆମ୍ବ ଟାକୁଆ || Dangaria Kandha || Rayagada || Niyamagiri || Help India Odisha

4 561 просмотр · 1 г. назад
HELP INDIA ODISHA
19,7 тыс. подписчиков
4 561 просмотр · 1 г. назад
#ଆମ୍ବ_ଟାକୁଆ_ରେ_ବିତୁଛି_ଜୀବନ #ଆମ୍ବ_ଟାକୁଆ_ନଥିଲେ_ଆମେ_ବଞ୍ଚି_ପାରିବୁ_ନାହିଁ Part - 4 𝗖𝗹𝗼𝘁𝗵, 𝗕𝗹𝗮𝗻𝗸𝗲𝘁 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗗𝗮𝗻𝗴𝗮𝗿𝗶𝗮 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗗𝗲𝗻𝗴𝘂𝗻𝗶 - 𝗩𝗶𝗹𝗹𝗮𝗴𝗲 , 𝗠𝘂𝗻𝗶𝗸𝗵𝗼𝗹 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗠𝘂𝗻𝗶𝗴𝘂𝗱𝗮 - 𝗕𝗹𝗼𝗰𝗸 , 𝗥𝗮𝘆𝗮𝗴𝗮𝗱𝗮 - 𝗗𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 ଡେଙ୍ଗୁଣି - ଗ୍ରାମ , ମୁନିଖୋଲ୍ - ପଞ୍ଚାୟତ , ବ୍ଲକ୍ - ମୁନିଗୁଡା ଜିଲ୍ଲା - ରାୟଗଡ | ଏହି ଗ୍ରାମରେ ରହୁଥିବା ଡ଼ଙ୍ଗରିଆ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ନିୟମଗିରି ଘଟି ରାସ୍ତା ଓ ଜଙ୍ଗଲ ଦେଇ ଯିବା ପରେ ଆମ ଟିମ ପହଁଚି ଥିଲା ଡେଙ୍ଗୁଣି - ଗ୍ରାମରେ ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ସମୁଦ୍ର ପତନ ଠାରୁ 1000 ମିଟର ରୁ 1100 ମିଟର ରେ ଅବସ୍ଥିତ ଏହି ଗ୍ରାମ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ନା ଅଛି ଗାଁକୁ ରୋଡ | ଦେହ ଖରାପ ହେଲେ 10 ରୁ 15 km ଚାଲି ଚାଲି ଯିବାକୁ ପଡେ | ଆଜିବି ହସ୍ପିଟାଲ ଯିବାପାଇଁ ଭରା ଭରଷା | ଏହି ଗ୍ରାମର ଲୋକ ଏବେବି ଆମ୍ବ ଟାକୁଆ ଖାଇ ଜୀବନ ଅତି ବହିତ କରୁଛନ୍ତି, ଏହା ଆମ ପାଇଁ ବହୁତ ଦୁଃଖ ଦ ଘଟଣା | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚି ଥିଲା | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | ଗାଁ ଲୋକଙ୍କର ଭଲ ପାଇବା ଏତେ ପ୍ରଭାବିତ କରିଥିଲା ଯେ ଆଉଥରେ ଏହି ଗାଁକୁ ଯିବାପାଇଁ ତାଙ୍କୁ ପ୍ରତିଶୃତି ଦେଇ ଆସିଛୁ | 𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮 Bank details ************** 𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸 𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮 𝗔/𝗖 𝗻𝗼 - 7378002100001043 𝗜𝗙𝗦𝗖 𝗖𝗼𝗱𝗲 - 𝗣𝗨𝗡𝗕0737800 𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - +91 7008476997 Village google Location - https://maps.app.goo.gl/77KvmgEmGCUwf... #helpindia #tribalpeople #donateclothes #fooddonation #Odisha #helpneedypeople #helptribalpeople #Rayagada #Muniguda #Dangaria #dangariakandha #Niyamagiri #easternghats #thebatterindia #ambhadaniviAmbadani #ambada #Dangaria CMO Odisha PMO India Rayagada City ❤️