Перейти к содержимому

କରଞ୍ଜିଆ ସାହାରପଡା ହାଟରେ ମିଳିଲା ଏତେ ଜିନିଷ 😱 | Karanjia Saharapada Haat#vlog

@ToxicSipunOfficial

0:00 / 0:00

କରଞ୍ଜିଆ ସାହାରପଡା ହାଟରେ ମିଳିଲା ଏତେ ଜିନିଷ 😱 | Karanjia Saharapada Haat#vlog

11 763 просмотра · 2 нед. назад
@ToxicSipunOfficial
280 подписчиков
11 763 просмотра · 2 нед. назад
କରଞ୍ଜିଆ ସାହାରପଡା ହାଟରେ ମିଳିଲା ମାଛ ଧରିବା ପାଇଁ ଝିମିରି 🎣 | Kandamula, Chinabadam, Desi Rasuna & Nua Dhana | Haat Vlog ଆଜି ଆମେ ବୁଲିବାକୁ ଯାଇଥିଲୁ କରଞ୍ଜିଆର ସାହାରପଡା ହାଟ। ଏହି ହାଟରେ ବୁଲିବା ସମୟରେ ବହୁତ ପ୍ରକାରର ଗାଁର ଜିନିଷ ଦେଖିବାକୁ ମିଳିଲା। ❤️ ଏହି ହାଟରେ କନ୍ଦମୂଳ, ଚିନାବାଦାମ, ଦେଶୀ ରସୁଣ, ନୂଆ ଧାନ, ମାଛ ଧରିବା ପାଇଁ ଝିମିରି, କୁଲା, ଠେକା ଭଳି ବିଭିନ୍ନ ଜିନିଷ ମିଳୁଥିଲା। 🌾🥜🧄🎣 ବିଶେଷ କରି ମାଛ ଧରିବା ପାଇଁ ଝିମିରି ଦେଖି ଆମେ ମଧ୍ୟ ଭିଡିଓରେ ଆପଣମାନଙ୍କୁ ଦେଖାଇଛୁ। ଆମ ଗାଁ ଓ ଓଡ଼ିଶାର ପାରମ୍ପରିକ ହାଟରେ ମିଳୁଥିବା ଏଭଳି ଜିନିଷ ଓ ଗ୍ରାମୀଣ ଜୀବନର ଦୃଶ୍ୟ ଆପଣମାନଙ୍କ ସହିତ ସେୟାର କରିବା ହିଁ ଆମର ଉଦ୍ଦେଶ୍ୟ। 🙏 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସାହାରପଡା ହାଟରେ ଆପଣଙ୍କୁ କେଉଁ ଜିନିଷଟି ଭଲ ଲାଗିଲା Comment କରି ଜଣାନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share 🔄 | Subscribe 🔔 କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ 🙏 #Karunjia #SaharapadaHaat #KaranjiaHaat #OdiaVlog #OdishaVlog #HaatVlog #VillageVlog #VillageLife #Kandamula #Chinabadam #DesiRasuna #NuaDhana #Jhimeri #Kula #Theka #RuralOdisha #OdishaHaat #toxic #vlog