ପାହାଡ଼ି ଶୁନଶାନ୍ ରାସ୍ତାରେ ମାତ୍ର ତିନି ଘଣ୍ଟା ପାଇଁ ହେଉଥିବା ଲନ୍ଦା ହାଟ। Andhra Odisha। Koraput।Odia vlog
KMNR Village Life
0:00 / 0:00
ପାହାଡ଼ି ଶୁନଶାନ୍ ରାସ୍ତାରେ ମାତ୍ର ତିନି ଘଣ୍ଟା ପାଇଁ ହେଉଥିବା ଲନ୍ଦା ହାଟ। Andhra Odisha। Koraput।Odia vlog
4 680 просмотров · 22 ч назад
KMNR Village Life
3,53 тыс. подписчиков
4 680 просмотров · 22 ч назад
ନମସ୍କାର ବନ୍ଧୁମାନେ 🙏
ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ କୋରାପୁଟ କୋଟିଆ ନିକଟବର୍ତ୍ତୀ ଆନ୍ଧ୍ରର ଏକ ଅଜବ ହାଟ। ଚାରିପଟେ ପାହାଡ଼ ଆଉ ପାହାଡ଼ ମଝିରେ ଥିବା ଶୁନଶାନ୍ ରାସ୍ତାରେ ମାତ୍ର ତିନି ଘଣ୍ଟା ପାଇଁ ହେଉଥିବା ଏହି ଲନ୍ଦା ହାଟ। ପ୍ରତି ଶନିବାର ଦିନ ଏହି ହାଟ ହୋଇଥାଏ। ସକାଳ ଦଶଟା ରେ ଏହି ହାଟ ଆରମ୍ଭ ହୋଇ,ଦିନ ଗୋଟାଏ ରେ ଏହି ହାଟ ଭାଙ୍ଗିଥାଏ। କୋଟିଆ ପଞ୍ଚାୟତର ପନ୍ଦର ଗୋଟି ଗାଁର ଲୋକମାନେ ଏହି ହାଟରୁ ସପ୍ତାହ ପାଇଁ ପରିବ, ସଉଦା ଆଦି କିଣିଥାନ୍ତି।
ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଗ୍ରାମ୍ୟ ହାଟ ପରମ୍ପରା, ହାଟରେ ଗାଉଁଲି ଲୋକଙ୍କ କିଣାବିକା, ଆଦିବାସୀ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀ। ସହରର ଆଧୁନିକ ମଲ୍ ସଂସ୍କୃତି ଠାରୁ ବହୁତ୍ ଦୂରରେ ଗାଁର ହାଟ ବଜାର ତଥା ଗାଁର ସରଳ ଓ ଶାନ୍ତ ଜୀବନ ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ।
ଧନ୍ୟବାଦ 🙏❤️
#Koraput
#Odisha
#Koraputia
#Odia
#Odia Vlog
#Odisha Village Life
#Beautiful Koraput
#Rural life
#Adivasi Tribal People
#KMNR Village Life
#koraput
#odisha
#koraputia
#odia
#odiavlog
#odishavillagelife
#beautifulkoraput
#rurallife
#adivasitribalpeople
#kmnrvillagelife