ରାଜ୍ୟସରକାରଙ୍କ ଗଳାରେ କୋଟିଆ କଣ୍ଟା, ଗର୍ଜିଲା କଂଗ୍ରେସ, ବଢିଲା ରାଜନୀତି !kotia dispute controversy
Pratidin TV
0:00 / 0:00
ରାଜ୍ୟସରକାରଙ୍କ ଗଳାରେ କୋଟିଆ କଣ୍ଟା, ଗର୍ଜିଲା କଂଗ୍ରେସ, ବଢିଲା ରାଜନୀତି !kotia dispute controversy
1 169 просмотров · 6 ч назад
Pratidin TV
1,77 млн подписчиков
1 169 просмотров · 6 ч назад
ରାଜ୍ୟସରକାରଙ୍କ ଗଳାରେ କୋଟିଆ କଣ୍ଟା, ଗର୍ଜିଲା କଂଗ୍ରେସ, ବଢିଲା ରାଜନୀତି ! କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ଏବଂ ସେଠାରେ ସେମାନଙ୍କର ନିର୍ବାଚନୀ ଗତିବିଧିକୁ ନେଇ ପ୍ରଦୀପ ମାଝି ଓ ବିଜେଡି ପ୍ରତିନିଧି ଦଳ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରରେ ଏନଡିଏ (NDA) ସରକାରଙ୍କ ସହଯୋଗୀ ଦଳ ଟିଡିପି (TDP) ର ଚାପ ଯୋଗୁଁ ଓଡ଼ିଶାର ବିଜେପି ସରକାର ଆନ୍ଧ୍ର ସରକାର ଆଗରେ ଆତ୍ମସମର୍ପଣ କରିଛି ଏବଂ ଓଡ଼ିଆ ଅସ୍ମିତାକୁ ବଳି ଦେଇଛି ବୋଲି ବିଜେଡି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ! kotia dispute.
#KotiaBorderDispute #congress #OdishaAndhraBorder #KotiaIsOurs #OdishaPolitics
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha