Madhya Pradesh Accident: Mortal Remains of 7 Odias Being Brought to Bhubaneswar | Odisha Reporter
Odisha Reporter
0:00 / 0:00
Madhya Pradesh Accident: Mortal Remains of 7 Odias Being Brought to Bhubaneswar | Odisha Reporter
36 106 просмотров · 7 часов назад
Odisha Reporter
2,98 млн подписчиков
36 106 просмотров · 7 часов назад
#ଫେରୁଛି_୭_ଓଡ଼ିଆଙ୍କ_ମୃତଦେହ
ଓଡ଼ିଶା ଅଭିମୁଖେ ୭ ଓଡ଼ିଆଙ୍କ ମୃତଦେହ। ଆଜି ଓଡ଼ିଶା ପହଞ୍ଚିବ ମଧ୍ୟପ୍ରଦେଶ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କ ମର ଶରରୀର। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନାଲଖେଡାରୁ ଭୁବନେଶ୍ୱର ଅଣାଯାଉଥିବା ସୂଚନା ମିଳିଛି। ସେପଟେ ମଧ୍ୟପ୍ରଦେଶ ଭୟଙ୍କର ଦୁର୍ଘଟଣାରେ ମୃତ ୭ ଓଡ଼ିଆଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସିଏମ୍ ମୋହନ ମାଝୀ। ଜଣ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।
#Odisha #roadaccident #MadhyaPradesh #AccidentNews #AgarMalwa #OdiaNews #Bhubaneswar #AccidentVictims #specialstory #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter