Перейти к содержимому

ମୋ ଧନ କହିଲା ଖୁଡି ଲୋ ଭଉଣୀ ନିର୍ବନ୍ଧ କରିବି ତା ପରେ ଘର ପ୍ରତିଷ୍ଠା,ସବୁ ସରିଗଲା !odia family Accident in MP

Pratidin TV

0:00 / 0:00

ମୋ ଧନ କହିଲା ଖୁଡି ଲୋ ଭଉଣୀ ନିର୍ବନ୍ଧ କରିବି ତା ପରେ ଘର ପ୍ରତିଷ୍ଠା,ସବୁ ସରିଗଲା !odia family Accident in MP

50 549 просмотров · 9 часов назад
Pratidin TV
1,76 млн подписчиков
50 549 просмотров · 9 часов назад
ମୋ ଧନ କହିଲା ଖୁଡି ଲୋ ଭଉଣୀ ନିର୍ବନ୍ଧ କରିବି ତା ପରେ ଘର ପ୍ରତିଷ୍ଠା,ସବୁ ସରିଗଲା ! ମହାକାଳଙ୍କ ଦର୍ଶନ ସାରି ମାଆ ବଗଲାମୁଖୀ ମନ୍ଦିରକୁ ଯାଉଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଭୁବନେଶ୍ୱର ଜୟଦେବ ବିହାରର ବନମାଳୀ ବେହେରାଙ୍କ ପରିବାରର ୭ ଜଣ ସଦସ୍ୟ (୩ ଶିଶୁ, ୨ ମହିଳା ଓ ୨ ପୁରୁଷ) ଆଖି ବୁଜିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରାଯାଇ ପୋଷ୍ଟମର୍ଟମ ପ୍ରକ୍ରିୟା ଶୀଘ୍ର ଶେଷ କରି ମୃତଦେହଗୁଡ଼ିକୁ ସମ୍ମାନର ସହ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା କରାଯାଉଛି।odia family Mourns for deseased, MP Accident #BhubaneswarTragedy #MadhyaPradeshAccident #JayadevVihar #BanamaliFamily #OdishaGrief #pratidintv Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha