Перейти к содержимому

Deeno Jonotaro Ma | Dr. Kumar Prasant

Nishant Media Works

0:00 / 0:00

Deeno Jonotaro Ma | Dr. Kumar Prasant

200 501 просмотр · 2 г. назад
Nishant Media Works
6,35 тыс. подписчиков
200 501 просмотр · 2 г. назад
Deeno Jonotaro Ma is a Christian Odia devotional song. Production- NISHANT MEDIA WORKS Music, Lyrics & Composition- Dr. Kumar Prasant Lyrics- ଦୀନ ଜନତାର ମା ଦୁଖୀ ଜନତାର ମା ପାପୀ ଜନତାର ଅନ୍ଧ ଜନତାର ସାରା ଜଗତର ମା ନମୋ ନମୋ ନମୋ ମାରିଆ ନମୋ ନମୋ ନମୋ ମାରିଆ ୧. ଆଶା ଭରା ଦୀପ ତୁମେ ଧରଣୀର ଅନ୍ଧାରେ ପ୍ରେମଭରା ସ୍ରୋତ ତୁମେ ଶୁସ୍କ ଏହି ଜଗତରେ-୨ ଜନ୍ହହ ପରି ଶତବାର ଉଇଁ ଝରାଉଛ ତୁମୋ କରୁଣା ଭରୁଅଛ ଆମ ଚେତନା କ୍ଷୁଧିତ ଜନର ମା ତୃଷିତ ଜନର ମା ଅଶାନ୍ତ ଜନର ଅତୃପ୍ତ ଜନର ସାରା ଜଗତର ମା ଦୀନ ଜନତାର ମା ନମୋ ନମୋ ନମୋ ମାରିଆ ନମୋ ନମୋ ନମୋ ମାରିଆ ୨. ଆତ୍ମାଙ୍କର ପ୍ରିୟତମା ଜନନୀ ମାନବର ପିତାଙ୍କର ପ୍ରିୟ କନ୍ୟା ମଧ୍ୟସ୍ଥା ଜଗତର-୨ ବାକ୍ୟଙ୍କୁ ଦେହବନ୍ତ କରିଗୋ ସିଦ୍ଧ କଲ ମୁକ୍ତି ଯୋଜନା ଯୁଗେ ଯୁଗେ ତୁମେ ଗୋ ଧନ୍ୟା ପ୍ରଭୁ ଯୀଶୁଙ୍କର ମା ତ୍ୟାଗର ପ୍ରତୀକ ମା ନମ୍ରଶୀଳା ତୁମେ ଅନୁରାଗ ଭରା ମମତାମୟୀ ଗୋ ମା ଦୀନ ଜନତାର ମା