Перейти к содержимому

ପୋଲିସ ଆଗରେ ପିଟିଲେ ABVP ଗୁଣ୍ଡା , ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀଙ୍କୁ ! U.K.Mahavir College Madanpur

Pratidin TV

0:00 / 0:00

ପୋଲିସ ଆଗରେ ପିଟିଲେ ABVP ଗୁଣ୍ଡା , ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀଙ୍କୁ ! U.K.Mahavir College Madanpur

930 просмотров · 2 ч назад
Pratidin TV
1,77 млн подписчиков
930 просмотров · 2 ч назад
ପୋଲିସ ଆଗରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀଙ୍କୁ , ଲଳିତ ବେହେରା ଗୁଣ୍ଡା ଲଗେଇ ପିଟିଲେ I ୟୁ କେ ମହାବୀର କଲେଜ ମଦନପୁର ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା । କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ରାସ୍ତାରୋକ । ବୁଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଙ୍କୁ ଅନ୍ୟ ଏକ ଦଳର ସମର୍ଥକ ମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଛନ୍ତି ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ଗାଡି ଅଟକାଇ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।ପ୍ରବଳ ଉତେଜନା କାରଣ ରୁ ତିନୋଟି ଥାନା ର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି ! U.K.Mahavir College Madanpur Kendrapara #UKMahavirCollegeProtest #KendraparaCampusViolence #BCJDOdisha #OdishaStudentElectionTension #CampusDemocracy #KendraparaNews #StudentUnionElection2026 Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha