ସାଙ୍ଗମାନଙ୍କ ସହ ଯାଇ ଆଉ ଘରକୁ ଫେରିଲେନି ଯୁବକ | Knews Odisha
KNews Odisha
0:00 / 0:00
ସାଙ୍ଗମାନଙ୍କ ସହ ଯାଇ ଆଉ ଘରକୁ ଫେରିଲେନି ଯୁବକ | Knews Odisha
1 942 просмотра · 1 месяц назад
KNews Odisha
1,8 млн подписчиков
1 942 просмотра · 1 месяц назад
ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଚିକିଡ଼ି ନଦୀରେ ଗାଧୋଇବା ବେଳେ ଭାସିଯାଇ ଯୁବକ ବିଶ୍ୱଜିତ ପାତ୍ରଙ୍କ ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଦମକଳ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି।
A tragic incident occurred in Balasore's Soro area when a young man, Biswajit Patra, drowned in the Chikidi River while bathing with friends. He reportedly slipped and was swept away by the strong current. After an extensive search operation, fire service personnel recovered his body, leaving the family and village in deep mourning.ୟ
#Balasore #Soro #RiverTragedy #DrowningCase #BreakingNews #OdishaNews #BiswajitPatra #ChikidiRiver #FireService #RescueOperation #LatestNews #TragicIncident #YouthDeath #FloodSeason #KNewsOdisha
ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Website: http://www.knewsodisha.com
Mobile App: https://t.ly/NsnzF
Facebook: / knewsodisha
YouTube: / knewsodisha
Twitter: / knewsodia
Instagram: / knewsodisha
#knews #knewsodisha #odisha #odishanews #ajirakhabar #ajiranews