Перейти к содержимому

ପିପିଲିରେ ହାତରେ ଝାଡ଼ୁ ଧରି, ଅଳିଆ ସଫା କଲେ ସାଂସଦ ସମ୍ବିତ ପାତ୍ର l Seba Sankalp Abhijan in Pipili , Puri

Pratidin TV

0:00 / 0:00

ପିପିଲିରେ ହାତରେ ଝାଡ଼ୁ ଧରି, ଅଳିଆ ସଫା କଲେ ସାଂସଦ ସମ୍ବିତ ପାତ୍ର l Seba Sankalp Abhijan in Pipili , Puri

46 просмотров · 1 час назад
Pratidin TV
1,77 млн подписчиков
46 просмотров · 1 час назад
ପିପିଲିରେ ହାତରେ ଝାଡ଼ୁ ଧରି, ଅଳିଆ ସଫା କଲେ ସାଂସଦ ସମ୍ବିତ ପାତ୍ର l ଆଜି ପିପିଲି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଛନ୍ତି ଉଭୟ ପୁରୀ ସାଂସଦ ଡା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନକ୍ରମେ 17 -09 ରୁ 17-10 ପର୍ଯ୍ୟନ୍ତ ଚାଲିଥିବା ସେବା ସଂକଳ୍ପ ଅଭିଯାନ ଜରିଆରେ ଏହି ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ କରାଯାଉଛି! ଆଜି ପିପିଲି ବ୍ଲକ ଓ ତହସିଲ ପରିସରରେ ଥିବା ଅନାବନା ଲଟା, ଗଛ ଓ ଅଳିଆ ଆବର୍ଜନା କୁ ନିଜେ ସାଂସଦ ଓ ବିଧାୟକ ହାତରେ କୋଦାଳ ଓ ଝାଡ଼ୁ ମାରି ସଫେଇ କରିଛନ୍ତି! ତାଙ୍କ ସହିତ ପିପିଲି ବ୍ଲକ, ତହସିଲ ଓ NAC କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ! ତେବେ ସଫେଇ ହେଲା ପରେ ଦୀର୍ଘ ଦିନ ପରେ ଉଭୟ କାର୍ଯ୍ୟାଳୟ ପରିସର ରେ ଏକ ସ୍ଵଚ୍ଚ ଓ ସୁସ୍ଥ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ! Seba Sankalp Abhijan in Pipili , Puri #SevaSankalpAbhiyan #SevaSankalpAbhiyan2026 #SevaPakhwara Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha