Перейти к содержимому

ବାଲେଶ୍ୱରରେ ବ୍ରାଉନ୍ ସୁଗାର ଜବତ,୨ ଗିରଫ #balasore #odishanews

Nilachala Live

0:00 / 0:00

ବାଲେଶ୍ୱରରେ ବ୍ରାଉନ୍ ସୁଗାର ଜବତ,୨ ଗିରଫ #balasore #odishanews

417 просмотров · 9 дней назад
Nilachala Live
75 подписчиков
417 просмотров · 9 дней назад
#ବାଲେଶ୍ୱରରେ_ବ୍ରାଉନ୍_ସୁଗାର_ଜବତ_୨_ଗିରଫ ବାଲେଶ୍ୱରରେ ବ୍ରାଉନ୍ ସୁଗାର ଜବତ, ୨ ଗିରଫ। ସହଦେବଖୁଣ୍ଟା ଥାନା ପୋଲିସ ରେଳ ଷ୍ଟେସନ ପଛପଟ ମାଲଗୋଦାମ ନିକଟରେ ଚଢ଼ାଉ କରି ୧୪୬ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଘଟଣାରେ କଟକ ଜିଲ୍ଲାର ୨ ଜଣଙ୍କୁ ଗିରଫ କରାଯାଇଛି। ଏନେଇ NDPS ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। #nilachalalive #brownsugar #Arrest #viralpost #ShareThisPost #NewsUpdate #newsfeed #balasore #OdishaNews #Odisha