‘ଆମେ ପଇସା ନେବୁନି, ସିଲ କରିବୁ’ | Odisha Reporter
Odisha Reporter
0:00 / 0:00
‘ଆମେ ପଇସା ନେବୁନି, ସିଲ କରିବୁ’ | Odisha Reporter
2 841 просмотр · 6 часов назад
Odisha Reporter
2,98 млн подписчиков
2 841 просмотр · 6 часов назад
‘ଆମେ ପଇସା ନେବୁନି, ସିଲ କରିବୁ’
ଛେନା ପ୍ରସ୍ତୁତି ସ୍ଥଳରେ ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ । ଜଣେ ଛେନା ବ୍ୟବସାୟୀଙ୍କ ନିକଟରୁ ଛେନାର ସାମ୍ପୁଲ ଜବତ କରାଯାଇଥିବା ବେଳେ ଦୀର୍ଘଦିନ ଧରି ରହିଥିବା ଛେନା ପାଣିକୁ ନଷ୍ଟ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ଜାମୁଝାଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ ।
#odishareporter #raid #foodsafety #baleswar
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter