Перейти к содержимому

ଚାରି ଝିଅ ପରେ ହେଲା ପୁଅ। Koraput Village Life। Odia Village Vlog। Odisha Tribal Culture।

KMNR Village Life

0:00 / 0:00

ଚାରି ଝିଅ ପରେ ହେଲା ପୁଅ। Koraput Village Life। Odia Village Vlog। Odisha Tribal Culture।

11 318 просмотров · 2 недели назад
KMNR Village Life
3,05 тыс. подписчиков
11 318 просмотров · 2 недели назад
ନମସ୍କାର ବନ୍ଧୁମାନେ 🙏 ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ କୁତକାଝୋଲା ଗାଁର କଥା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତର ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଗାଁର ଲୋକମାନେ ମାଟି କାଦୁଅ ରାସ୍ତାରେ ପ୍ରତିଦିନ ତିନି କିଲୋମିଟର ପାଦରେ ଚାଲି ଚାଲି ଯାଇଥାନ୍ତି। ଆଜିବି ଏହି ଗାଁର ଲୋକମାନଙ୍କୁ ପେଟକୁ ଦୁଇ ଓଳି ଖାଇବାକୁ ବହୁତ୍ କଷ୍ଟ କରିବାକୁ ପଡୁଛି। ସଚେତନତାର ଅଭାବରୁ ପୁଅଟିଏ ପାଇବା ପାଇଁ ଏକ ପରିବାରରେ ଚାରି ଝିଅ ଜନ୍ମ ହୋଇଛନ୍ତି। ଦୀର୍ଘ ଅପେକ୍ଷା ପରେ ପଞ୍ଚମ ସନ୍ତାନ ଭାବେ ସେ ଘରେ ପୁଅଟିଏ ଜନ୍ମ ହୋଇଛି। ଗାଁର ସରଳ ଜୀବନ, ପରିବାରର ଦୈନନ୍ଦିନ ଅସୁବିଧା, ସଚେତନତାର ଅଭାବ, ସରଳ ଆଦିବାସୀ ଲୋକମାନଙ୍କ ଜୀବନର କିଛି ଅଜଣା କଥା ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ। ଭିଡ଼ିଓ ଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆପଣଙ୍କ ମତାମତ Comment ରେ ଜଣାନ୍ତୁ। ଭିଡ଼ିଓ ଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୂଳନ୍ତୁ ନାହିଁ। ଧନ୍ୟବାଦ 🙏♥️ #Odisha Village Life #Odisha Village Vlog #Village Life #Odia Vlog #Koraput Vlog #Tribal Village #Rural Village #Tribal Culture #Adivasi Family #KMNR Village Life #odishavillagelife #odishavillagevlog #villagelife #odiavlog #koraputvlog #tribalvillage #ruralvillage #tribalculture #adivasifamily #kmnrvillagelife