Перейти к содержимому

।।MORA JISU RAJA।।ମୋର ଯୀଶୁ ରାଜା।। ।।JESUS IS MY KING ।। New Odia christian song 2026 #Narendrasagar

Ns music creations и AJAYA KUMAR DIGAL OFFICIAL

0:00 / 0:00

।।MORA JISU RAJA।।ମୋର ଯୀଶୁ ରାଜା।। ।।JESUS IS MY KING ।। New Odia christian song 2026 #Narendrasagar

4 193 просмотра · 1 месяц назад
Ns music creations и AJAYA KUMAR DIGAL OFFICIAL
4 193 просмотра · 1 месяц назад
ମୋର ଯୀଶୁ ରାଜା | Mora Jisu Raja | Odia Christian Song 2026 | Narendra Sagar Devotional song #odiagospel #odiachristiansong © 2026 NS MUSIC TEAM. ALL RIGHTS RESERVED. This song "ମୋର ଯୀଶୁ ରାଜା" is an original composition. Do not re-upload, copy or use without permission. For permission contact[7077390991-7978017887] ✍️,🎵LYRIC & MUSIC - NARENDRA SAGAR 🎙️ NARENDRA SAGAR & ANITA CHHATRIA 🏢 PRODUCER -HOSIYA CHHATRIA 🙏 SPECIAL THANKS - MR. JAMBESWAR BHOI ।। ଗୀତ ର ସମ୍ପୂର୍ଣ୍ଣ ଲେଖା ।। ***ମୋର ଯୀଶୁ ରାଜା ମୋର ପ୍ରଭୁ ସେ ମୋର ସେ ମୋର ସବୁରେ ସବୁ । 2। ସେତ ଜୀବନ ଦାତା, ସେତ ମୁକତି ଦାତା ।2। (ତାଙ୍କପରି ..), ତାଙ୍କପରି ବନ୍ଧୁ ଆଉ କାହୂ ପାଇବୁ । ମୋର ଯୀଶୁ ରାଜା...... ।।୧।। ପୂର୍ବରୁ ପଶ୍ଚିମ ଯେତିକି ଦୂର ସେତେ ଦୂର ଅପରାଧ କରିଲେ ମୋର ପିତା ମାତାଙ୍କ ଠୁ ସେ ପ୍ରେମ କରନ୍ତି ତାଙ୍କପରି ଜଗତେ କିଏ ନିଜର (ହୋ.. ତାଙ୍କପରି ଜଗତେ କିଏ ନିଜର ) ସେତ ଜିହୋବା ଜିରି ସେତ ମଙ୍ଗଳ କାରି ।2। ( ସେନାମକୁ) ସେନାମକୁ ଭଜି ଭଜି ସରଗେ ଯିବୁ। ମୋର ଯୀଶୁ ରାଜା....... ।।୨।। ଅସାର ଜଗତେ ପଡ଼ି ମୁଁ ଥିଲି ହାତ ଧରି କରିଲେ ମତେ ଉଦ୍ଧାର (ହୋ..ହାତ ଧରି କରିଲେ ମତେ ଉଦ୍ଧାର ) ନୂଆଁ ରୂପେ ଗଢ଼ି ମତେ ପ୍ରଭୁ ଦେଖାଇଲେ ବାଟ ସତ୍ୟ ପଥର (ହୋ..ଦେଖାଇଲେ ବାଟ ସତ୍ୟ ପଥର ) ସେତ ତ୍ରାଣ କରତା, ସେତ ସୁରକ୍ଷା ଦାତା( 2) (ରାଜାମାନଙ୍କ) ରାଜାମାନଙ୍କ ରାଜା ସେ ପ୍ରଭୁଙ୍କ ପ୍ରଭୁ ମୋର ଯୀଶୁ ରାଜା ... ସମସ୍ତଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର 🙏 ଏକ ସୁନ୍ଦର ଓଡ଼ିଆ ଗୀତ ପ୍ରଭୁଙ୍କ ମହିମା ନିମନ୍ତେ Ns music creations youtube channel ରେ ପ୍ରସ୍ତୁତ କରିଅଛୁ ନିଶ୍ଚିତ ଭାବରେ ଆପଣ ମାନେ ,ଏ ଗୀତ କୁ ଶୁଣିବେ ,ଓ ଏ ଗୀତ ମାଧ୍ୟମରେ ପ୍ରଭୁ ଙ୍କ ମହିମା କରି ପାରିବେ , ପ୍ରଭୁ ଆପଣ ମାନଙ୍କୁ ଆଶ୍ରିବାଦ କରନ୍ତୁ ଧନ୍ୟବାଦ #MoraJisuRaja #OdiaChristianSong #OdiaGospel #ମୋରଯିଶୁରାଜା #promoMoraJisuRaja #ମୋରଯୀଶରାଜା #ComingSoonOdiaSong#OdiaChristianSong #PromoNewOdiaSong#TeaserNSMusicCreations#NarendraSagarOdiaWorshipSong2026Odiachristiandevotinalsong #NSMUSICCREATIONS #NEWODIACHRISTIANSONG LIKE 👍 SHARE ↗️ SUBSCRIBE 🔔 for more Odia Christian Songs Comment karantu: "Jisu Mora Raja" 🙏 #Narendrasagar #Nsmusiccreations #Newodiachristainsong #ChristianSong #YeshuMasih #YeshuYeshu #PrabhuYeshu #JesusSong #JesusLovesYou #ChristianWorship #WorshipSong #PraiseTheLord #HindiChristianSong #HindiWorship #YeshuBhajan #MasihBhajan #ChristianBhajan #YeshuKeGeet #HindiYeshuSong #MorningWorship #SubahKiPrarthana #DailyWorship #MotivationalChristian #FaithInGod #TrustInJesus #NewMorning #PrayerTime #PowerfulWorship #AnointedWorship #HolySpirit #RuhePaak #PrayerSong #HealingWorship #SpiritualSong #ChristianShorts #WorshipShorts #JesusReels #ChristianReels #YouTubeChristian #ChristianMusicIndia #IndianChristian #IndiaWorship #IndianChurch #YeshuIndia #IndianChristianSong