Перейти к содержимому

Asichi Prabhu I ଆସିଛି ପ୍ରଭୁ I Amit Pani I New Christian Devotional songs I Amit Pani Official I Jisu

Amit Pani Official

0:00 / 0:00

Asichi Prabhu I ଆସିଛି ପ୍ରଭୁ I Amit Pani I New Christian Devotional songs I Amit Pani Official I Jisu

2 217 695 просмотров · 4 года назад
Amit Pani Official
86,4 тыс. подписчиков
2 217 695 просмотров · 4 года назад
AsichiPrabhu#AmitPani#NewOdiaSong#NewChristianDevotionalSong#AmitPaniOfficial#2022NewSong#OdiaWorshipSong#Aradhana#MangalaMaya#GauthibiTumaName#MojibaneBhulibini#WorshipSong,#AmitPani#AmitPaniOfficial#AntaraKholi#LordJesusChristSong#NewSong#BestOdiaSong# BestGospelSong#NewHindiWorshipSong#AmitPaniNewSong#AradhanaHeSwargiyaPita#TerePassAttaHun#KartaHunMaiTeriChinta#NewChristmasSong#NewOdiaChristianSong#ChristianSong#HappyNewYearSong#Amit PaniOfficial,Singer Amit Pani,NewChristianSong,Good FridaySong#Superhit Christiansong,#New Hindi Christian Song,AradhanaPrasans#New Odia song#Amit Pani New Christiansong#hindi new Christiansong,best Christian song#Top 10 Amit Pani song#ABMusic#Amit BadaNayakMusic#ihovah jireh#worshipsongs#The holy soul revelation#Huumane sagar new Christiansong#ChristianMusic#Humane sagar song#Jagan Mohan Nag Official#Sheldon Bangera#Akinternationaltourism#Bidyut bhatta#Jesus Christ Song. Song Credits:- Gospel Singer: Amit Pani Lyrics : Mr. Sudhir Nayak Music : Sarat Chandra Bardhan #Orchestration : Sarat - Praful #Keyboard- Sreenivas #Tabla- Maruthi #Dhalak- Karthik #Rhythm Pad- Prasad #Sitar- Subrahmanya Studio: Pratibha, CTC Banner: Amit Pani Official ପ୍ରିୟଦର୍ଶକ ବନ୍ଧୁଗଣ ପ୍ରଭୁଯୀଶୁଙ୍କ ସୁମଧୁର ନାମରେ ମୁ ମୋର ଅଗଣିତ ଗୀତପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ଭକ୍ତିଭରା ନମସ୍କାର ଜ୍ଞାପନ କରେ.. ଖ୍ରୀଷ୍ଟଙ୍କ ସେବାରେ ମୁ ଆପଣମାନଙ୍କ ପ୍ରିୟର ସୁସମାଚାର ଗାୟକ ଭାଇ ଅମିତ ପାଣି.. ପ୍ରଭୁ ଅନୁଗ୍ରହ କରି ବିଗତ ଦିନମାନଙ୍କର ସମସ୍ତ ଅମଙ୍ଗଳ ସମସ୍ୟା ବିପଦ ଆପଦ ରୁ ଆମ ଜୀବନକୁ ରକ୍ଷା କରି, ଏଯାଏଁ ଆମ ସହବର୍ତ୍ତୀ ପରମେଶ୍ୱର ହୋଇ ଆସିଅଛନ୍ତି.. ଏଣୁ ସେହି ସତ୍ୟ ଈଶ୍ୱରଙ୍କ ଗୌରବ ଓ ପ୍ରସଂଶା ଓ ଆରାଧନା କରିବା ଉଦେଶ୍ୟରେ ଭେଟି ଦେଉଛି ଏକ ସୁନ୍ଦର ମନଲୋଭା ଭକ୍ତି ସଂଗୀତ... -- ଆସିଛି ପ୍ରଭୁ -- ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସାହାୟକ ହବ.. ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ ଧନ୍ୟବାଦ ଗୀତର ସମ୍ପୂର୍ଣ ଲେଖା.. ଆସିଛି ପ୍ରଭୁ ତୁମ ପାଦତଳେ ଆରାଧନା କରିବି ବୋଲି ଗଢ଼ିଲ ମନୁଷ୍ୟ ତୁମରି ରୂପରେ (2 ଥର) କେବଳ ପ୍ରସଂଶା କରିବ ବୋଲି ଆରାଧନା.. ଆରାଧନା.. ଆରାଧନା ସ୍ତୁତି ଆରାଧନା ଆରାଧନା.. ଆରାଧନା.. ଆରାଧନା ସ୍ତୁତି ଆରାଧନା =0= ଇସ୍ରାଏଲ ନାଥ ତୁମେ ପବିତ୍ର ପାବନ ସ୍ୱର୍ଗ ରେ ଗାଆନ୍ତି ବିଜୟ ଗାନ ( 2 ଥର ) ଗଉରବ ପରାକ୍ରମ ମହିମା ତୁମର.. କରୁଥିବି ସଦା କୀର୍ତନ ତୁମର =1= ତୁମରି ଆସିଶେ ପାଇଛି ମୁ ନବ ଜୀବନ କରିବ ପ୍ରସଂଶା ଏହି ମୋ ପ୍ରାଣ ( 2 ଥର ) କରିବି ମହିମା ହେ ଯୀଶୁ ରାଜନ ଗାଉଥିବି ନାମ କେବଳ ତୁମର =2= Thank you God bless!