ଆଜି ରାତି ବିପଦ ଅଛି , ଗଭୀର ଅବପାତ ଛତିଶଗଡ଼ ମୁଁହା ହେବ l Minister Suresh Pujari Issues Major Rain Alert
Pratidin TV
0:00 / 0:00
ଆଜି ରାତି ବିପଦ ଅଛି , ଗଭୀର ଅବପାତ ଛତିଶଗଡ଼ ମୁଁହା ହେବ l Minister Suresh Pujari Issues Major Rain Alert
1 233 просмотра · 14 часов назад
Pratidin TV
1,76 млн подписчиков
1 233 просмотра · 14 часов назад
ଆଜି ରାତି ବିପଦ ଅଛି , ଗଭୀର ଅବପାତ ଛତିଶଗଡ଼ ମୁଁହା ହେବ l କାହାକୁ ଛୁଟି ଦିଆଯିବ ନାହିଁ ଏ ବିପଦ ଟଳିବା ପର୍ଯ୍ୟନ୍ତ l ଅବପାତଜନିତ ପ୍ରବଳ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ବିଭିନ୍ନ ଜିଲ୍ଲାର ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅବପାତର ପ୍ରଭାବରେ କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଭଳି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। Revenue Minister Suresh Pujari Issues Major Rain Alert
#OdishaRainAlert #SureshPujari #DeepDepression #OdishaWeather
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha