ସମସ୍ତଙ୍କ ମନ କିଣି ପାରିଛି ଅରୁନ୍ଧତୀ ଜୁଏଲାର୍ସ ! Arundhati Jewellers' new showroom opened in Bhadrak
Pratidin TV
0:00 / 0:00
ସମସ୍ତଙ୍କ ମନ କିଣି ପାରିଛି ଅରୁନ୍ଧତୀ ଜୁଏଲାର୍ସ ! Arundhati Jewellers' new showroom opened in Bhadrak
5 993 просмотра · 23 часа назад
Pratidin TV
1,76 млн подписчиков
5 993 просмотра · 23 часа назад
ଅର୍ଚ୍ଚିତା କହିଲେ , ସମସ୍ତଙ୍କ ମନ କିଣି ପାରିଛି ଅରୁନ୍ଧତୀ ଜୁଏଲାର୍ସ ! ଦୀର୍ଘ 26 ବର୍ଷର ଅତୁଟ ଭରସା ଓ ବିଶ୍ୱାସକୁ ଆଧାର କରି ଭଦ୍ରକ ରେ ଖୋଲିଛି ଓଡିଶାର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ । ଭଦ୍ରକ ସହର ର ଛପୁଲିଆ ଠାରେ ନୂତନ ଅତ୍ୟାଧୁନିକ ଶୋ’ରୁମ କୁ ଉଦଘାଟନ କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ଓ ଶିବାନୀ ସଙ୍ଗୀତା । ଅରୁନ୍ଧତୀ ଜୁଏଲର୍ସର ଏହି ନୂଆ ଶୋରୁମ 5 ହଜାର ବର୍ଗଫୁଟ ଓ ଦୁଇ ମହଲା ରେ ଗ୍ରାହକଙ୍କ ବିଭିନ୍ନ ରୁଚିକୁ ଧ୍ୟାନରେ ରଖି ବିଶ୍ୱସ୍ତରୀୟ ଡିଜାଇନର ଦ୍ୱାରା ପ୍ରସ୍ତୁତ କରାଯାଇଥିବା 10 ହଜାର ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ଡିଜାଇନର ଗହଣା ଉପଲବ୍ଧ ରହିଛି। ଉଚ୍ଚ ପାରଦର୍ଶିତା ଓ ଅତ୍ୟାଧୁନିକତାର ସମ୍ମିଶ୍ରଣରେ ଥିବା ପ୍ରତିଟି ସୁନା ଓ ହୀରା ଅଳଙ୍କାର ସମ୍ପୂର୍ଣ୍ଣ HUID ହଲମାର୍କ ଯୁକ୍ତ ହେବା ସହ , ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନୂଆ ଡିଜାଇନ ଏବଂ ବ୍ରିଡାଲ କଲେକ୍ସନ ସିରିଜ ଗୁଡିକର ଏକ ଅପୂର୍ବ ସମ୍ଭାର ମଧ୍ୟ ଉପଲବ୍ଧ ରହିଛି ! Arundhati Jewellers' new showroom opened in Bhadrak.
#ArundhatiJewellers #ArundhatiJewellersBhadrak #BhadrakGrandOpening #GrandOpeningBhadrak #OdishasLargestJewelleryBrand #GoldJewellery #DiamondJewellery #SilverJewellery #NewShowroomOpening
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha